୪ ଓଡ଼ିଆ ପାଇବେ ସମ୍ମାନଜନକ ପଦ୍ମଶ୍ରୀ

ନୂଆଦିଲ୍ଲୀ:୪ ଜଣ ଓଡ଼ିଶା ସମ୍ମାନଜନକ ପଦ୍ମଶ୍ରୀ ପାଇବାକୁ ମନୋନିତ ହୋଇଛନ୍ତି। ଆଜି ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେମାନେ ହେଲେ ବିଶିଷ୍ଟ ଅଭିନେତା ସାଧୁ ମେହେର, ପ୍ରତିଷ୍ଠିତ ଡାକ୍ତର ମୁକୁଟ ମିଞ୍ଜ, ରଙ୍ଗବତୀ ଫେମ୍‌ ଜିତେନ୍ଦ୍ରିୟ ହରିପାଲ ଏବଂ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି। ସାଧୁ ମେହେର ବହୁ ଓଡ଼ିଆ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ବହୁ ଓଡ଼ିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଓଟିଭିକୁ ସାଧୁ କହିଛନ୍ତି,“ପଦ୍ମ ପୁରସ୍କାର ପାଇଥିବା […]

sadhu-Mukut

sadhu-Mukut

Rakesh Mallick
  • Published: Wednesday, 25 January 2017
  • Updated: 26 January 2017, 07:02 AM IST

Sports

Latest News

ନୂଆଦିଲ୍ଲୀ:୪ ଜଣ ଓଡ଼ିଶା ସମ୍ମାନଜନକ ପଦ୍ମଶ୍ରୀ ପାଇବାକୁ ମନୋନିତ ହୋଇଛନ୍ତି। ଆଜି ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେମାନେ ହେଲେ ବିଶିଷ୍ଟ ଅଭିନେତା ସାଧୁ ମେହେର, ପ୍ରତିଷ୍ଠିତ ଡାକ୍ତର ମୁକୁଟ ମିଞ୍ଜ, ରଙ୍ଗବତୀ ଫେମ୍‌ ଜିତେନ୍ଦ୍ରିୟ ହରିପାଲ ଏବଂ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି।

ସାଧୁ ମେହେର ବହୁ ଓଡ଼ିଆ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ବହୁ ଓଡ଼ିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି।

ଓଟିଭିକୁ ସାଧୁ କହିଛନ୍ତି,“ପଦ୍ମ ପୁରସ୍କାର ପାଇଥିବା ଜାଣି ବହୁତ ଖୁସି ଲାଗୁଛି। ଭାରତ ସରକାର ମୋ ପ୍ରତି ଧ୍ୟାନ ଦେଲେ ଏବଂ ମୋତେ ଉପଯୁକ୍ତ ମନେ କଲେ। ଏହା ମୋ ପାଇଁ ଗର୍ବର କଥା। ମୁଁ ଏହି ପୁରସ୍କାରକୁ କଳା ଓ କଳାକାରଙ୍କୁ ଉତ୍ସର୍ଗ କରୁଛି।”

ସେହିପରି ରାଉରକେଲା ଉଦିତ୍‌ନଗର ହାଇସ୍କୁଲରୁ ମାଟି୍କ ପାସ୍‌ କରିଥିବା ଡାକ୍ତର ମିଞ୍ଜ ୧୯୭୬ ମସିହାରେ ବୁର୍ଲା ମେଡ଼ିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ ମୋହାଲି ଫର୍ଟିସ୍‌ ହସ୍ପିଟାଲରେ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗର ମୁଖ୍ୟ ଅଛନ୍ତି।

ଡାକ୍ତର ମିଞ୍ଜ କହିଛନ୍ତି,“ପଦ୍ମଶ୍ରୀ ପୁରସ୍କାର ପାଇବି ବୋଲି ଆଶା ଥିଲା। ତେବେ ଏହି ସମ୍ମାନ କେବେ ମୋ ଭାଗ୍ୟରେ ଆସିବ ତାହା ଜାଣି ନ ଥିଲି। ସେଥିପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ। ୩୦ ବର୍ଷ ଧରି ମୁଁ ନିଷ୍ଠାର ସହ କାମ କରିଆସୁଛି।”

ସମ୍ବଲପୁରର ବାସିନ୍ଦା ହରିପାଲ ସମ୍ବଲପୁରୀ-କୋଶଳୀ ଗୀତର ଜଣେ ଜଣାଶୁଣା ଗାୟକ। ସୁପରହିଟ୍‌ ରଙ୍ଗବତୀ ଗୀତର ସେ ଗାୟକ। ସେ ସମ୍ବଲପୁରୀ ଓ କୋଶଳୀ ଭାଷାରେ ଏକ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି। ବିନା କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷାରେ ଜିତେନ୍ଦ୍ରିୟ ହରିପାଲ ଏହି ସଫଳତା ପାଇଛନ୍ତି।

ପଦ୍ମଶ୍ରୀ ପାଇବାକୁ ମନୋନିତ ହୋଇଥିବା ଅରୁଣା ମହାନ୍ତି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ ନାଁ କରିଛନ୍ତି। ଭୁବନେଶ୍ୱରରେ ନିଜର ଏକ ଏକାଡେମୀ ଖୋଲି ଅରୁଣା ନୃତ୍ୟ ଶିକ୍ଷା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story