ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢା ମୃତ, ୩ ଆହତ

କଟକ: ଥମୁନି ଅଜଣା ଜନ୍ତୁ ଆତଙ୍କ। ନିଆଳି ପରେ କଟକ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଡେଉଁଛି ଅଜଣା ଜନ୍ତୁ ଆକ୍ରମଣ। ଗତକାଲି ରାତିରେ ସଦର ସଦର ଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ଗାଁରେ ମେଣ୍ଢାଙ୍କ ଉପରେ ଆକ୍ରମଣ କରିଛି ଅଜଣା ଜନ୍ତୁ। ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ପଶି ଅଜଣା ଜନ୍ତୁ ଆକ୍ରମଣ କରିବାରୁ ୪ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଟି ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ଜଗତସିଂହପୁର ଜିଲ୍ଳା ଆଳି ପିଙ୍ଗଳ ରାଇଙ୍କପାଟଣା […]

sheep

sheep

Rakesh Mallick
  • Published: Friday, 28 July 2017
  • Updated: 28 July 2017, 08:15 AM IST

Sports

Latest News

କଟକ: ଥମୁନି ଅଜଣା ଜନ୍ତୁ ଆତଙ୍କ। ନିଆଳି ପରେ କଟକ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଡେଉଁଛି ଅଜଣା ଜନ୍ତୁ ଆକ୍ରମଣ। ଗତକାଲି ରାତିରେ ସଦର ସଦର ଥାନା ଅନ୍ତର୍ଗତ କୁରାଙ୍ଗପ୍ରଧାନ ଗାଁରେ ମେଣ୍ଢାଙ୍କ ଉପରେ ଆକ୍ରମଣ କରିଛି ଅଜଣା ଜନ୍ତୁ।

ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ପଶି ଅଜଣା ଜନ୍ତୁ ଆକ୍ରମଣ କରିବାରୁ ୪ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଟି ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ଜଗତସିଂହପୁର ଜିଲ୍ଳା ଆଳି ପିଙ୍ଗଳ ରାଇଙ୍କପାଟଣା ଗାଁରେ ୧୨ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିଲା। ଗାଁର ଅପର୍ତ୍ତି ଦାସଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରି ଦେଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story