୪୦୮ ଡାକ୍ତରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ରାଜ୍ୟର ୪୦୮ ସରକାରୀ ଡାକ୍ତର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ଦିନ ହେଲା ଏହି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନଥିଲେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ୱାର ନୋଟିସ୍ ଜାରି କରାଯାଇଥିଲା। ଏହାସତ୍ତ୍ବେ ଏହି ଡାକ୍ତରମାନେ ବିନା ଅନୁମତିରେ ଡ୍ୟୁଟିରେ ଅନୁପସ୍ଥିତ ରହୁଥିଲେ। ଏହାକୁ ନେଇ ରାଜ୍ୟ ସରକାର ଆଜି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବରୁ ୪୧୨ ଜଣ ଡାକ୍ତରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ […]

ORISSA_SECRETARIAT

ORISSA_SECRETARIAT

Rakesh Mallick
  • Published: Friday, 13 November 2015
  • Updated: 13 November 2015, 05:45 PM IST

Sports

Latest News

ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ରାଜ୍ୟର ୪୦୮ ସରକାରୀ ଡାକ୍ତର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘ ଦିନ ହେଲା ଏହି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନଥିଲେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ୱାର ନୋଟିସ୍ ଜାରି କରାଯାଇଥିଲା। ଏହାସତ୍ତ୍ବେ ଏହି ଡାକ୍ତରମାନେ ବିନା ଅନୁମତିରେ ଡ୍ୟୁଟିରେ ଅନୁପସ୍ଥିତ ରହୁଥିଲେ। ଏହାକୁ ନେଇ ରାଜ୍ୟ ସରକାର ଆଜି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବରୁ ୪୧୨ ଜଣ ଡାକ୍ତରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ଏ ସଂକ୍ରାନ୍ତରେ ଖବର କାଗଜ ଜରିଆରେ ନୋଟିସ୍ ମଧ୍ୟ ଦିଆଯାଇଥିଲା। ତେବେ ୪ ଜଣ ଡାକ୍ତର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆବେଦନ କରିଥିଲେ। ଏମାନଙ୍କ ଆବେଦନକୁ ସରକାର ବିଚାର ପାଇଁ ଗ୍ରହଣ କରି ୪୦୮ ଜଣଙ୍କୁ ବହିଷ୍କାର କରିଛନ୍ତି। ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଜିଲ୍ଲାଗୁଡ଼ିକରେ ଥିବା ସରକାରୀ ହସ୍ପିଟାଲରେ ଏମାନଙ୍କର ପୋଷ୍ଟିଂ ହୋଇଥିଲା। ଗ୍ରାମାଞ୍ଚଳରେ ଥିବାରୁ ଡାକ୍ତରମାନେ ସେଠାକୁ ଯିବାକୁ ରାଜି ନ ଥିଲେ।

ଅନ୍ୟପକ୍ଷରେ ସରକାରଙ୍କ ଏହି ପଦକ୍ଷେପକୁ ଓମସା ପକ୍ଷରୁ ସ୍ୱାଗତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story