୪୭.୫ ଡିଗ୍ରୀ ପାରଦ ଛୁଇଁଲା ଟିଟିଲାଗଡ଼ ତାପମାତ୍ରା

ଭୁବନେଶ୍ୱର: ଗତକାଲି ୪୭ ଡିଗ୍ରୀ ସହ ରେକର୍ଡ କରିଥିବା ଟିଟିଲାଗଡ଼ ଆଜି ଆହୁରି ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଜି ସହରର ତାପମାତ୍ରା ୪୭.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ଆଜି ରାଜ୍ୟରେ ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଦ୍ୱିତୀୟ ସର୍ବାଧିକ ତାପମାତ୍ରା ସୋନପୁରରେ ରହିଛି। ଆଜି ଏହି ସହରର ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରହିଛି। ସେହିପରି ସୁନ୍ଦରଗଡ଼ ଓ ବଲାଙ୍ଗିର […]

hit

hit

Rakesh Mallick
  • Published: Friday, 22 April 2016
  • Updated: 22 April 2016, 05:18 PM IST

Sports

Latest News

ଭୁବନେଶ୍ୱର: ଗତକାଲି ୪୭ ଡିଗ୍ରୀ ସହ ରେକର୍ଡ କରିଥିବା ଟିଟିଲାଗଡ଼ ଆଜି ଆହୁରି ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଜି ସହରର ତାପମାତ୍ରା ୪୭.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ଆଜି ରାଜ୍ୟରେ ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି।

ଦ୍ୱିତୀୟ ସର୍ବାଧିକ ତାପମାତ୍ରା ସୋନପୁରରେ ରହିଛି। ଆଜି ଏହି ସହରର ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରହିଛି। ସେହିପରି ସୁନ୍ଦରଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୬ ଡିଗ୍ରୀ ଥିବା ବେଳେ ହୀରାକୁଦ ଓ ଅନୁଗୋଳ ୪୫.୫, ସମ୍ବଲପୁର ୪୫.୨ ଡିଗ୍ରୀ ସେଲସିୟସ ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱର ସହ  ବାଲେଶ୍ୱର, ଚାନ୍ଦବାଲି, ବାରିପଦା, ଝାରସୁଗୁଡା, କେନ୍ଦୁଝର, ଭବାନୀପାଟଣା, ଫୁଲବାଣୀର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story