ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ବିଜେଡି ୮୪ ଓ ବିଜେପି ୬୨ଟିରେ ବିଜୟୀ

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୬୧ଟି ଜିଲ୍ଲାପରିଷଦ ଆସନ ପାଇଁ ମତଦାନ ହୋଇଥିଲା। ତିନିଟି ପର୍ଯ୍ୟାୟ ପରି ଏଥର ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି। ଅନୌପଚାରିକ ଭାବେ ଘୋଷଣା କରାଯାଇଥିବା ୧୫୪ଟି ଆସନରୁ ବିଜେଡି ୮୪ଟି, ବିଜେପି ୬୨ଟି, କଂଗ୍ରେସ ୭ଟି ଓ ଅନ୍ୟାନ୍ୟ ଦଳ ଗୋଟିକରେ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୬୬, କଂଗ୍ରେସ ୧୦ […]

vote-7

vote-7

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 11:00 PM IST

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୬୧ଟି ଜିଲ୍ଲାପରିଷଦ ଆସନ ପାଇଁ ମତଦାନ ହୋଇଥିଲା। ତିନିଟି ପର୍ଯ୍ୟାୟ ପରି ଏଥର ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି। ଅନୌପଚାରିକ ଭାବେ ଘୋଷଣା କରାଯାଇଥିବା ୧୫୪ଟି ଆସନରୁ ବିଜେଡି ୮୪ଟି, ବିଜେପି ୬୨ଟି, କଂଗ୍ରେସ ୭ଟି ଓ ଅନ୍ୟାନ୍ୟ ଦଳ ଗୋଟିକରେ ବିଜୟୀ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୬୬, କଂଗ୍ରେସ ୧୦ ଓ ଅନ୍ୟାନ୍ୟ ୩ଟି ଆସନ ଜିତିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ୧୭୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡି ୯୭ଟି, ବିଜେପି ୫୬ଟି, କଂଗ୍ରେସ ୧୫ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଜୋନ ଅକ୍ତିଆର କରିଥିଲା।

ତୃତୀୟ ପର୍ଯ୍ୟାୟରେ ୧୭୫ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସେଥିରୁ  ୧୭୧ଟିର ଫଳାଫଳ ପ୍ରକାଶ ପାଇଥିଲା। ବିଜେଡି ୮୮ଟି, ବିଜେପି ୬୨ଟି, କଂଗ୍ରେସ ୧୬ଟି ଓ ଅନ୍ୟାନ୍ୟ ୫ଟି ଆସନ ଅକ୍ତିଆର କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ପରେ ୨୧ଟି ଜିଲ୍ଲାରେ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଅନୌପଚାରିକ ଫଳାଫଳ ଅନୁଯାୟୀ ବିଜେଡି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଓ ପୁରୀରେ ଜିଲ୍ଲାପରିଷଦ ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସେହିପରି ବିଜେପି ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, ସମ୍ୱଲପୁର ଓ ସୁବର୍ଣ୍ଣପୁରରେ ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଛି। ଝାରସୁଗୁଡ଼ାରେ କଂଗ୍ରେସ ଜିଲ୍ଲାପରିଷଦ ଗଠନ କରିବ। ବାକି ୯ଟି ଜିଲ୍ଲାରେ ଚିତ୍ର ଅସ୍ପଷ୍ଟ ରହିଛି। ଚୂଡ଼ାନ୍ତ ପର୍ଯ୍ୟାୟ ପରେ ଏ ସବୁ ଜିଲ୍ଲାରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story