୬ ଜିଲ୍ଲାରେ ଯୋଗାଣ ବିଭାଗ ଚଢାଉ: ୧୨,୫୧୧ କୁଇଣ୍ଟାଲ ଡାଲି ଜବତ

ଭୁବନେଶ୍ୱର: ରାଜ୍ୟର ଖୋର୍ଦ୍ଧା, ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲାରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଯୋଗାଣ ବିଭାଗ ପକ୍ଷରୁ ୧୨ହଜାର ୫ଶହ ୧୧ କୁଇଣ୍ଟାଲ ଡାଲି ଜବତ କରାଯାଇଛି । ସମ୍ୱଲପୁରର କ୍ଷେତରାଜପୁରରେ ୮ଟି ଗୋଦାମ ଉପରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଆସ୍କା ରୋଡସ୍ଥିତ ଧବଳେଶ୍ୱର ଟ୍ରେଡରର ୪ଟି ଗୋଦାମରେ ଚଢାଉ କରାଯାଇ ୨୩୭୧ କୁଇଣ୍ଟାଲ ଡାଲି ଜବତ କରାଯାଇଛି । କଟକ ଜିଲ୍ଲା ଜଗତପୁରରେ […]

dali

dali

Rakesh Mallick
  • Published: Monday, 26 October 2015
  • Updated: 26 October 2015, 03:21 PM IST

Sports

Latest News

daliଭୁବନେଶ୍ୱର: ରାଜ୍ୟର ଖୋର୍ଦ୍ଧା, ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲାରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଯୋଗାଣ ବିଭାଗ ପକ୍ଷରୁ ୧୨ହଜାର ୫ଶହ ୧୧ କୁଇଣ୍ଟାଲ ଡାଲି ଜବତ କରାଯାଇଛି । ସମ୍ୱଲପୁରର କ୍ଷେତରାଜପୁରରେ ୮ଟି ଗୋଦାମ ଉପରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଆସ୍କା ରୋଡସ୍ଥିତ ଧବଳେଶ୍ୱର ଟ୍ରେଡରର ୪ଟି ଗୋଦାମରେ ଚଢାଉ କରାଯାଇ ୨୩୭୧ କୁଇଣ୍ଟାଲ ଡାଲି ଜବତ କରାଯାଇଛି । କଟକ ଜିଲ୍ଲା ଜଗତପୁରରେ ଥିବା ଦେବୀ ଭଣ୍ଡାରରେ ଚଢାଉ କରାଯାଇ ୪୧୩୬ କୁଇଣ୍ଟାଲ ଡାଲି ଜବତ କରିଛି । ସେହିପରି ଫାରୁକ ଆଣ୍ଡ କୋ ଗୋଦାମରୁ ମଧ୍ୟ ଯୋଗାଣ ବିଭାଗ ୨୯୩୨ କୁଇଣ୍ଟାଲ ଡାଲି ଜବତ କରିଛି । ସେହିପରି ଯାଜପୁର ଟାଉନ ବିରଜା ହାଟରେ ଥିବା ଷ୍ଟୋର ଉପରେ ଚଢାଉ କରାଯାଇ ୧୫୦ ବସ୍ତା ଡ଼ାଲି ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଚଢାଉ କରି ୭୧୩ କୁଇଣ୍ଟାଲ ଡାଲି ଜବତ କରାଯାଇଛି । ସେହିପରି ରାଉରକେଲାର ୩ଟି ସ୍ଥାନରେ ଚଢାଉ କରାଯାଇ ୨୨୦୯ କୁଇଣ୍ଟାଲ ଡାଲି ଜବତ କରାଯାଇଛି ।dali1

ଗତକାଲି ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ସମ୍ବଲପୁର, ରାୟଗଡା ଓ ପୁରୀ ଆଦି ଜିଲ୍ଲାର ୧୦ରୁ ଅଧିକ ସ୍ଥାନରେ ଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ପରିମାଣର ଡାଲି ଜବତ କରାଯାଇଛି । ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଚଢ଼ାଉ କରି ଯୋଗାଣ ବିଭାଗ ପକ୍ଷରୁ ୧୭୦ ବସ୍ତା  ଡ଼ାଲି  ଜବତ କରିଥିଲା । ବାଲେଶ୍ୱର ଜିଲ୍ଲାରେ ୨ଟି ସ୍ଥାନ ଶୁଭଚରଣ ସୀତାରାମ ଓ ରାଧାକୃଷ୍ଣ ଡାଲି ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଆଜି ପରି ଗତକାଲି ମଧ୍ୟ ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ଡାଲି ଗୋଦାମ ଉପରେ ଚଢାଉ କରାଯାଇଥିଲା । ରାୟଗଡା ଜିଲ୍ଲାରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କିସାନ ଫୁଡ ପ୍ରୋସେସିଂ ଡାଲି ମିଲ ଉପରେ ଚଡାଉ କରାଯାଇ ୨୧୫ କୁଇଣ୍ଟାଲ ଡାଲି ଜବତ କରାଯାଇଥିଲା । କଟକର ଜଗତପୁରରେ ଥିବା ଦେବୀ ଭଣ୍ଡାର ଓ ଏମଡି ଫ।ରୁକ୍ ଆଣ୍ଡ ସନ୍ସ ଉପରେ ମଧ୍ୟ ଚଢ଼ାଉ କରାଯାଇ ଡାଲି ଜବତ କରାଯାଇଥିଲା । ସେହିପରି ପୁରୀର ଚନ୍ଦନପୁର ଜେ.କେ. ସାହୁ ଗୋଦାମରେ ଚଢାଉ କରାଯାଇ ୧୭୬ କୁଇଣ୍ଟାଲ ଡାଲି ଜବତ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story