୭୦ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୦ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଦୁଇବର୍ଷ ହେଲା ହୁଡହୁଡ ଓ ଫାଇଲିନ୍ ବାତ୍ୟା ପାଇଁ ନବୀନ ଜନ୍ମଦିନ ପାଳନ କରି ନ ଥିଲେ। ତେବେ ଏଥର ଉଭୟ ସରକାରୀ ଓ ଦଳୀୟସ୍ତରରେ ତାଙ୍କ ଜନ୍ମଦିନ ପାଳନ କରାଯାଇଛି। ତାଙ୍କ ଜନ୍ମ ଦିନ ଅବସରରେ ଦଳୀୟ କାର୍ଯ୍ୟାଳୟରେ ଏକ ଫଟୋ ପ୍ରଦର୍ଶନୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡ଼ିର ଦଳୀୟ କାର୍ଯ୍ୟାଳୟରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଶହେ […]

cm

cm

Rakesh Mallick
  • Published: Friday, 16 October 2015
  • Updated: 16 October 2015, 12:59 PM IST

Sports

Latest News

cmଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୦ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଦୁଇବର୍ଷ ହେଲା ହୁଡହୁଡ ଓ ଫାଇଲିନ୍ ବାତ୍ୟା ପାଇଁ ନବୀନ ଜନ୍ମଦିନ ପାଳନ କରି ନ ଥିଲେ। ତେବେ ଏଥର ଉଭୟ ସରକାରୀ ଓ ଦଳୀୟସ୍ତରରେ ତାଙ୍କ ଜନ୍ମଦିନ ପାଳନ କରାଯାଇଛି। ତାଙ୍କ ଜନ୍ମ ଦିନ ଅବସରରେ ଦଳୀୟ କାର୍ଯ୍ୟାଳୟରେ ଏକ ଫଟୋ ପ୍ରଦର୍ଶନୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡ଼ିର ଦଳୀୟ କାର୍ଯ୍ୟାଳୟରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଶହେ ଫୁଟ ଲମ୍ୱର ଏକ ଫ୍ଲେକ୍ସରେ ଦସ୍ତଖତ କରିଥିଲେ ଦଳୀୟ ନେତା ଓ କର୍ମୀମାନେ। ତା’ପରେ ସେମାନେ ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ପ୍ରତିନିଧିମାନେ ମଧ୍ୟ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ସଚିବାଳୟରେ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଧିକାରୀ ଓ ସରକାରୀ କର୍ମଚାରୀ। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନର କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story