ହେଡ ସାରଙ୍କ ହେଟ୍‌ ଷ୍ଟୋରୀ: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଲମତାପୁଟ (ଓଡ଼ିଶା ରିପୋର୍ଟର): ପୁଣି ଗୁରୁଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲର ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏପରିକି ଛାତ୍ରୀ ଜଣଙ୍କ ଏବେ ଗର୍ଭବତୀ ଥିବା ତାଙ୍କ ପରିବାର ଲୋକେ ପାଡୁଆ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଆସିଛି ବାଲଡା କନ୍ୟାଶ୍ରମରୁ। ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କୁ ପ୍ରଧାନଶିକ୍ଷକ ଧମକଚମକ ଦେଇ ଦୁଷ୍କର୍ମ କରିଛନ୍ତି। ଏବେ ଛାତ୍ରୀ ଜଣଙ୍କ ୫ ମାସର ଗର୍ଭବତୀ […]

lamataput

lamataput

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 01:22 PM IST

Sports

Latest News

ଲମତାପୁଟ (ଓଡ଼ିଶା ରିପୋର୍ଟର): ପୁଣି ଗୁରୁଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ସ୍କୁଲର ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏପରିକି ଛାତ୍ରୀ ଜଣଙ୍କ ଏବେ ଗର୍ଭବତୀ ଥିବା ତାଙ୍କ ପରିବାର ଲୋକେ ପାଡୁଆ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଆସିଛି ବାଲଡା କନ୍ୟାଶ୍ରମରୁ।

ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କୁ ପ୍ରଧାନଶିକ୍ଷକ ଧମକଚମକ ଦେଇ ଦୁଷ୍କର୍ମ କରିଛନ୍ତି। ଏବେ ଛାତ୍ରୀ ଜଣଙ୍କ ୫ ମାସର ଗର୍ଭବତୀ ଅଛନ୍ତି। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story