ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍: ଡେକାଥଲନର ୧୦୦ ମିଟର ଦୌଡରୁ ଆରମ୍ଭ ହେଲା ପ୍ରତିଯୋଗିତା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସିଆନ୍ ‌ଆଥଲେଟିକ୍ସ ଚାମ୍ପିଅନସିପ୍‌ ଇଭେଣ୍ଟ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିବସର ପ୍ରଥମ ଇଭେଣ୍ଟ ଥିଲା ପୁରୁଷ ଡେକାଥଲନର  ୧୦୦ ମିଟର ରେସ୍। ଏସିଆର ଟପ୍‌ -୧୦ ଆଥ୍‌ଲେଟଙ୍କୁ ନେଇ ୧୦୦ ମିଟର ଡେକାଥଲନ୍ ଆରମ୍ଭ ହୋଇଛି। ଦ୍ୱିତୀୟ ଇଭେଣ୍ଟ୍ ଭାବେ ପ୍ରଥମ ରାଉଣ୍ଡ ମହିଳା ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତୀୟ ଆଥ୍‌ଲେଟ୍ ମୋନିକା ଚୌଧୁରୀ  ୪ର୍ଥ ସ୍ଥାନ  ପାଇଛନ୍ତି। ୧୫୦୦ ମିଟର ଦ୍ୱିତୀୟ ହିଟ୍ସରେ ଭାରତର […]

aac 2017

aac 2017

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 09:59 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସିଆନ୍ ‌ଆଥଲେଟିକ୍ସ ଚାମ୍ପିଅନସିପ୍‌ ଇଭେଣ୍ଟ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିବସର ପ୍ରଥମ ଇଭେଣ୍ଟ ଥିଲା ପୁରୁଷ ଡେକାଥଲନର  ୧୦୦ ମିଟର ରେସ୍। ଏସିଆର ଟପ୍‌ -୧୦ ଆଥ୍‌ଲେଟଙ୍କୁ ନେଇ ୧୦୦ ମିଟର ଡେକାଥଲନ୍ ଆରମ୍ଭ ହୋଇଛି। ଦ୍ୱିତୀୟ ଇଭେଣ୍ଟ୍ ଭାବେ ପ୍ରଥମ ରାଉଣ୍ଡ ମହିଳା ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତୀୟ ଆଥ୍‌ଲେଟ୍ ମୋନିକା ଚୌଧୁରୀ  ୪ର୍ଥ ସ୍ଥାନ  ପାଇଛନ୍ତି। ୧୫୦୦ ମିଟର ଦ୍ୱିତୀୟ ହିଟ୍ସରେ ଭାରତର ପି.ୟୁ.ଚିତ୍ରା ଦ୍ୱିତୀୟ ସ୍ଥାନ ପାଇଛନ୍ତି।

ଆଜି ପୂର୍ବାହ୍ନରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୮ଟି ଇଭେଣ୍ଟ ହେଉଥିବା ବେଳେ ସନ୍ଧ୍ୟାରେ ୧୨ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story