ଜାତୀୟ ଓ ରାଜ୍ୟ ରାଜପଥରେ ପ୍ରତିଦିନ ଯାଞ୍ଚ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ଦୁର୍ଘଟଣା ରୋକିବାକୁ ଏବେ ରାଜପଥରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ବିଶେଷ କରି ଗାଡ଼ି ଚାଳକଙ୍କ ପାଇଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ ନିୟମିତ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ। ଆଜି ସଚିବାଳୟରେ  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦୁର୍ଘଟଣା ପରେ ଆହତଙ୍କୁ  ତୁରନ୍ତ […]

road-safety

road-safety

Rakesh Mallick
  • Published: Friday, 27 May 2016
  • Updated: 27 May 2016, 08:19 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ଦୁର୍ଘଟଣା ରୋକିବାକୁ ଏବେ ରାଜପଥରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ବିଶେଷ କରି ଗାଡ଼ି ଚାଳକଙ୍କ ପାଇଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ ନିୟମିତ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ।

ଆଜି ସଚିବାଳୟରେ  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଦୁର୍ଘଟଣା ପରେ ଆହତଙ୍କୁ  ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟରେ  ଆଉ ୮ଟି  ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି  ନିଷ୍ପତ୍ତି  ହୋଇଛି। ନିକଟରେ ସରକାରଙ୍କ  ପକ୍ଷରୁ ରାଜ୍ୟର ୨୬ଟି ଜିଲ୍ଲାର  ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଖୁବଶୀଘ୍ର ଆଉ ୪ଟି  ଜିଲ୍ଲାରେ ଏଭଳି ସ୍ଥାନ ଚିହ୍ନଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଆଜିର ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ପରିବହନ ବିଭାଗର ସଚିବ, କମିଶନର ଏବଂ ଅନ୍ୟଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story