ଧାନ ସଂଗ୍ରହ ବେଳେ ବାଧ୍ୟତାମୂଳକ ହେବ ଆଧାରକାର୍ଡ

ଭୁବନେଶ୍ୱର: ଧାନ ସଂଗ୍ରହ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯିବ। ସବୁ ଚାଷୀଙ୍କୁ ଅନ୍‌ ଲାଇନରେ ଧାନ ଟଙ୍କା ଦିଆଯିବ ବୋଲି ଖାଦ୍ୟ ଯୋଗାଣ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ଖାଦ୍ୟ ଯୋଗାଣ ସଚିବ ମହାପାତ୍ର କହିଛନ୍ତି। ସେ କହିଛନ୍ତି, “ଧାନ ସଂଗ୍ରହ ନୀତିରେ […]

aadhar

aadhar

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:20 PM IST

Sports

Latest News

ଭୁବନେଶ୍ୱର: ଧାନ ସଂଗ୍ରହ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯିବ। ସବୁ ଚାଷୀଙ୍କୁ ଅନ୍‌ ଲାଇନରେ ଧାନ ଟଙ୍କା ଦିଆଯିବ ବୋଲି ଖାଦ୍ୟ ଯୋଗାଣ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ଖାଦ୍ୟ ଯୋଗାଣ ସଚିବ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, “ଧାନ ସଂଗ୍ରହ ନୀତିରେ ସ୍ୱଚ୍ଛତା ଆଣିବା ସହ ଚାଷୀଙ୍କୁ ଠିକ୍‌ ସମୟରେ ପ୍ରାପ୍ୟ ଦେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ଖରିଫ ଋତୁରୁ ଧାନ ସଂଗ୍ରହ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥା ଦ୍ୱାରା ଅନ୍‌ ଲାଇନରେ ଟଙ୍କା ପୈଠ କରାଯିବ। ରାଜ୍ୟ ସମବାୟ ବ୍ୟାଙ୍କରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଏହି ଆକାଉଣ୍ଟ ସହ ଆଧାରକାର୍ଡ ଲିଙ୍କ୍‌ କରାଯିବ। ଅନ୍‌ ଲାଇନ୍‌ରେ ଆକାଉଣ୍ଟ ଖୋଲିବା ଓ ଆଧାରକାର୍ଡ ସଂଯୋଗ ନେଇ ପଞ୍ଜିକରଣ ପ୍ରକ୍ରିୟା ଚାଲିଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।”

ଯୋଗାଣ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଆସନ୍ତା ଅକ୍ଟୋବର ମାସରୁ ରିଟେଲରଙ୍କ ପାଖରେ ପଏଣ୍ଟର ସେଲ୍ ମେସିନ୍ ଲଗାଯିବ ବୋଲି ସେ କହିଛନ୍ତି।

କେବଳ ଧାନ ସଂଗ୍ରହ ବେଳେ ନୁହେଁ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମନରେଗାରେ ବି ଆଧାରକାର୍ଡ ବାଧ୍ୟତାମୂଳକ ହେବ ବୋଲି ଖାଦ୍ୟ ଓ ଯୋଗାଣ ସଚିବ କହିଛନ୍ତି। ସେ କହିଛନ୍ତି, “୬୮ ପ୍ରତିଶତ ଲୋକ ଆଧାରକାର୍ଡ ପାଇଛନ୍ତି। ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର କାର୍ଡ ଯୋଗାଇ ଦିଆଯିବ।”

ଅନ୍ୟପକ୍ଷରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ଠିକ୍‌ ସମୟରେ ଆଧାରକାର୍ଡ ନ ମିଳିଲେ ସେମାନେ ଠିକ୍‌ ସମୟରେ ସରକାରଙ୍କୁ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏପରି ସ୍ଥିତି ଉପୁଜିଲେ ବାଧ୍ୟ ହୋଇ କମ୍‌ ଦରରେ ଖୋଲାବଜାରରେ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story