‘ଅଢ଼େଇ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି’

ଭୁବନେଶ୍ୱର: ସବୁବେଳେ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବିଜେଡି ସରକାରକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଭୁବନେଶ୍ୱର ଜନଜାଗରଣ ମହାସମାବେଶରେ କଡ଼ା ଜବାବ ଦେଇଛନ୍ତି। ଅଢେଇ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଯାହା କରିଛନ୍ତି ତାହା ୭୦ ବର୍ଷରେ ହୋଇ ନ ଥିଲା ବୋଲି ଶାହା କହିଛନ୍ତି। ସେ କହିଛନ୍ତି,“ଅଢେଇ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିରୁ […]

amit

amit

Rakesh Mallick
  • Published: Friday, 25 November 2016
  • Updated: 25 November 2016, 05:02 PM IST

Sports

Latest News

amitଭୁବନେଶ୍ୱର: ସବୁବେଳେ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବିଜେଡି ସରକାରକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଭୁବନେଶ୍ୱର ଜନଜାଗରଣ ମହାସମାବେଶରେ କଡ଼ା ଜବାବ ଦେଇଛନ୍ତି। ଅଢେଇ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଯାହା କରିଛନ୍ତି ତାହା ୭୦ ବର୍ଷରେ ହୋଇ ନ ଥିଲା ବୋଲି ଶାହା କହିଛନ୍ତି। ସେ କହିଛନ୍ତି,“ଅଢେଇ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିରୁ ୫୭,୦୦୦ କୋଟି ଟଙ୍କା ଦୀର୍ଘମିଆଦି ଯୋଜନା ପାଇଁ ରହିଛି।”

ସେ କହିଥିଲେ,“୨୦୧୩ରେ ୟୁପିଏ ସରକାର ବଜେଟ୍‌ରେ ଓଡ଼ିଶାକୁ ୨୩,୦୦୦ କୋଟି ଟଙ୍କା ଦେଇଥିଲା। ୨୦୧୬ ବଜେଟରେ ଆମେ ଓଡ଼ିଶା ପାଇଁ ୬୩,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛୁ। ଏହା ପଞ୍ଚବାର୍ଷିକ ଯୋଜନା ଆଧାରରେ ମିଳିବ। ୨୦୧୩ ରେଳ ବଜେଟରେ ୟୁପିଏ ସରକାର ୭୬୪ କୋଟି ଟଙ୍କା ଦେଇଥିଲା। ଆମେ ୨୦୧୬ ରେଳ ବଜେଟ୍‌ରେ ୪୬୮୨ କୋଟି ଟଙ୍କା ଦେଇଛୁ। ଜାତୀୟ ରାଜପଥ ପାଇଁ ୨୦,୦୦୦ କୋଟି ଟଙ୍କାର ଯୋଜନା କରାଯାଇଛି। ଏଥିରୁ ୪୫୦୦ କୋଟି ଟଙ୍କା ଉପକୂଳ ରାସ୍ତା ପାଇଁ ଦିଆଯାଇଛି। ଏହି ଉପକୂଳ ରାସ୍ତା ଓଡ଼ିଶାର ଲାଇଫ ଲାଇନ୍‌ ହେବାକୁ ଯାଉଛି। ୨୭୩୪ କି.ମି. ଗ୍ରାମାଞ୍ଚଳ ସଡ଼କ ପାଇଁ ୨୦୧୬ ବଜେଟ୍‌ରେ ୧୨୦୦ କୋଟି ଟଙ୍କା ଦେଇଛୁ। ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ଜଳପଥ ପାଇଁ ଯୋଜନା କରିଛୁ।”

ସେ କହିଥିଲେ,“ରାଜ୍ୟରେ ବିଦ୍ୟୁତ୍‌ ପହଞ୍ଚି ନ ଥିବା ୧୭୦୦ ଗାଁରେ ବିଦ୍ୟୁତ୍‌ ସଂଯୋଗ ପାଇଁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ସ୍ୱାସ୍ଥ୍ୟ ସେବା ପାଇଁ ୬୦୦ କୋଟି, କୃଷି ପାଇଁ ୨୦୦୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟକୁ ୩୫,୦୦୦ କୋଟି ଟଙ୍କାର ପେଟ୍ରୋଲିୟମ ଇନଭେଷ୍ଟମେଣ୍ଟ ଶୀଘ୍ର ଆସିବ। ୨୩ ଲକ୍ଷ ଲୋକଙ୍କ ପାଖରେ ଏଲ୍‌ପିଜି ସଂଯୋଗ ଥିଲା। ଏବେ ଏହା ବଢ଼ି ୪୦ ଲକ୍ଷରେ ପହଞ୍ଚିଛି। ୧୧,୦୦୦ କୋଟି ଟଙ୍କା କେବଳ ଆଦିବାସୀଙ୍କ ଉନ୍ନତି ପାଇଁ ଦିଆଯାଇଛି। ନାଲୋକକୁ କହି ଜଗନ୍ନାଥ ଧାମର ଆଖପାଖ ଅଞ୍ଚଳର ଉନ୍ନତିକରଣ କାମ ଆମ ସରକାର କରିଛନ୍ତି। ଜନଧନ ଯୋଜନାରେ ୮୪ ଲକ୍ଷ ଖାତା ଖୋଲାଯାଇଛି। ମୁଦ୍ରାବ୍ୟାଙ୍କ ଯୋଜନାରେ ୩୭ ଲକ୍ଷ ଲୋକଙ୍କୁ ୯୦୦୦ କୋଟି ଟଙ୍କାର ଋଣ ଦିଆଯାଇଛି।”

ଗତ ୧୭ ବର୍ଷରେ ବିଜେଡି ସରକାର ରାଜ୍ୟ ପାଇଁ କ’ଣ ସବୁ କରିଛନ୍ତି ତାହାର ହିସାବ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇବାକୁ ଶାହା ଆହ୍ୱାନ ଦେଇଛନ୍ତି।

ସେ ଅଭିଯୋଗ କରି କହିଥିଲେ,“କେନ୍ଦ୍ର ସରକାର ଦେଶବାସୀଙ୍କ ପାଇଁ ବହୁ ଯୋଜନା କରୁଛନ୍ତି।  ହେଲେ ଏଠାରେ ଯେଉଁ ସରକାର ଅଛି ତାହା ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନାକୁ ପହଞ୍ଚିବାକୁ ଦେଉନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story