ଅଢ଼େଇକୂଳ ପଞ୍ଚାୟତ ସମିତି ସଭ୍ୟଙ୍କୁ ଅପହରଣ ଅଭିଯୋଗ; ବିଷ୍ଣୁ ଦାସଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ  ଥିବା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରଘୁନାଥପୁର ବ୍ଲକର ଜଣେ ସମିତି ସଭ୍ୟ ଓ ଅନ୍ୟଜଣେ ସମିତିସଭ୍ୟଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି। ଏହି ଅପହରଣ ପଛରେ ଜଗତସିଂହପୁର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କ ହାତ ଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି ବିଜେଡି ବିଧାୟିକା ରାଜଶ୍ରୀ ମଲ୍ଲିକ। ସେ କହିଛନ୍ତି,“ରଘୁନାଥପୁର ବ୍ଲକରେ ୧୨ ଜଣ ସମିତି ସଭ୍ୟ ପୁରୀର ଏକ ହୋଟେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଢେଇକୂଳ […]

rajashree

rajashree

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 02:25 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ  ଥିବା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରଘୁନାଥପୁର ବ୍ଲକର ଜଣେ ସମିତି ସଭ୍ୟ ଓ ଅନ୍ୟଜଣେ ସମିତିସଭ୍ୟଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି। ଏହି ଅପହରଣ ପଛରେ ଜଗତସିଂହପୁର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କ ହାତ ଥିବା ପରୋକ୍ଷରେ ଇଙ୍ଗିତ କରିଛନ୍ତି ବିଜେଡି ବିଧାୟିକା ରାଜଶ୍ରୀ ମଲ୍ଲିକ।

ସେ କହିଛନ୍ତି,“ରଘୁନାଥପୁର ବ୍ଲକରେ ୧୨ ଜଣ ସମିତି ସଭ୍ୟ ପୁରୀର ଏକ ହୋଟେଲରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଢେଇକୂଳ ପଞ୍ଚାୟତର ସମିତି ସଭ୍ୟ ମନୋଜ କୁମାର ସେଠୀ ଓ ଧରାଧରପୁର ପଞ୍ଚାୟତର ସମିତି ସଭ୍ୟ ଛବିଲତା ମଲ୍ଲିକଙ୍କ ସ୍ୱାମୀ ବିନୋଦଙ୍କୁ ଅପହରଣ କରାଯାଇଛି। ଏନେଇ ପୋଲିସରେ ଅଭିଯୋଗ କରାଯାଇଛି।”

ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଷ୍ଣୁ ଦାସ। ସେ କହିଛନ୍ତି,“ପ୍ରମାଣ କରିଦେଲେ ମିଳିଥିବା ନୂଆ ପଦବୀରୁ ଇସ୍ତଫା ଦେବି। ଯଦି ବିଧାୟିକା ପ୍ରମାଣ କରି ନ ପାରିଲେ ତାହାହେଲେ ସେ ତାଙ୍କ ପଦରୁ ଇସ୍ତଫା ଦେବେ କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story