ଯୋଗୀ ଆଦିତ୍ୟନାଥ ହେବେ ୟୁପିର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାକୁ ଆସୁଥିବା ଯୋଗୀ ଆଦିତ୍ୟନାଥ ହେବେ ଉତ୍ତର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଆଜି ଲକ୍ଷ୍ନୌରେ ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ତାଙ୍କୁ ବିଧାୟକ ଦଳର ନେତା ଘୋଷଣା କରାଯାଇଛି। ୪୪ ବର୍ଷୀୟ ଯୋଗୀ ଆଦିତ୍ୟ ନାଥ ଏବେ ଲୋକସଭା ସାଂସଦ ଅଛନ୍ତି। ସେ ଏଥରକୁ ମିଶାଇ ୫ ଥର ସାଂସଦ ହୋଇଛନ୍ତି। ସେ ଗୋରଖପୁରରୁ ଲୋକସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ଦୁଇ ଜଣ […]

yogi

yogi

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 07:40 PM IST

ଲକ୍ଷ୍ନୌ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାକୁ ଆସୁଥିବା ଯୋଗୀ ଆଦିତ୍ୟନାଥ ହେବେ ଉତ୍ତର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଆଜି ଲକ୍ଷ୍ନୌରେ ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ତାଙ୍କୁ ବିଧାୟକ ଦଳର ନେତା ଘୋଷଣା କରାଯାଇଛି।

୪୪ ବର୍ଷୀୟ ଯୋଗୀ ଆଦିତ୍ୟ ନାଥ ଏବେ ଲୋକସଭା ସାଂସଦ ଅଛନ୍ତି। ସେ ଏଥରକୁ ମିଶାଇ ୫ ଥର ସାଂସଦ ହୋଇଛନ୍ତି। ସେ ଗୋରଖପୁରରୁ ଲୋକସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି।

ଦୁଇ ଜଣ ଉପମୁଖ ମନ୍ତ୍ରୀ ହେବେ। ସେମାନେ ହେଲେ ଦୀନେଶ ଶର୍ମା ଓ କେଶବ ପ୍ରସାଦ ମୌର୍ଯ୍ୟ। ଦୀନେଶ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଖାସ୍ ଲୋକ। କେଶବ ପ୍ରସାଦ ହେଉଛନ୍ତି ରାଜ୍ୟରେ ବିଜେପିର ପଛୁଆ ବର୍ଗ ଲୋକଙ୍କ ଚେହେରା।

କୁହାଯାଉଛି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିବା ପଛରେ ରହିଛି ଆର୍‌ଏସ୍‌ଏସ୍‌ର ହାତ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ପ୍ରଥମ ପସନ୍ଦ ଥିଲେ ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା। ତେବେ ଆର୍‌ଏସ୍‌ଏସ୍‌ ତାଙ୍କୁ ଚାହିଁ ନ ଥିଲା। ତେଣୁ ଯୋଗୀ ଆଦିତ୍ୟନାଥଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇବାକୁ ବିଜେପି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story