ପ୍ରଗତିଶୀଳ ଓଡ଼ିଶା ପାଇଁ ପ୍ରସ୍ତୁତ ହେଉଛି ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ୍’ ଭିଜନ୍ ଡକ୍ୟୁମେଣ୍ଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୧୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହା ସହିତ ଆସନ୍ତାବର୍ଷ ଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ସବୁ ଦୃଷ୍ଟିର ବିକଶିତ କରିବା ପାଇଁ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ୍’ ନାଁରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଉଛି। ଶନିବାର ବିଜେଡିର ୧୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ […]

naveen

naveen

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 04:14 PM IST

Sports

Latest News

ଭୁବନେଶ୍ୱର: ୨୦୧୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହା ସହିତ ଆସନ୍ତାବର୍ଷ ଠାରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ସବୁ ଦୃଷ୍ଟିର ବିକଶିତ କରିବା ପାଇଁ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ୍’ ନାଁରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଉଛି। ଶନିବାର ବିଜେଡିର ୧୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ପ୍ରଦେଶ ଭାବେ ମାନ୍ୟତା ପାଇଥିଲା। ତେଣୁ ୨୦୩୬ କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୁରୁତ୍ୱବହନ କରେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ସବୁ ଦୃଷ୍ଟିରୁ ବିକାଶ ଓ ବିକଶିତ କରିବା ପାଇଁ ‘‘ଓଡ଼ିଶା ଆଟ୍ ହଣ୍ଡ୍ରେଡ୍’ ନାଁରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଉଛି। ଏକ ପ୍ରଗତିଶୀଳ ଓ ଶକ୍ତିଶାଳୀ ଓଡ଼ିଶା ଆମର ଲକ୍ଷ୍ୟ। ଦେଶବିଦେଶରେ ସୁନାମ କରିଥିବା ସବୁ ଓଡ଼ିଆଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ଡକ୍ୟୁମେଣ୍ଟ୍ କଥାକୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ବହୁ ସ୍ୱପ୍ନ ଦେଖାଇଛନ୍ତି। ଅନେକ ଭିଜନ୍ ଡକ୍ୟୁମେଣ୍ଟ୍ ବି ପ୍ରସ୍ତୁତ କରିଛନ୍ତି। କିନ୍ତୁ ରାଜ୍ୟବାସୀ ଜାଣନ୍ତି ସେଥିରୁ କେତେ ସ୍ୱପ୍ନ ଓ ଭିଜନ୍ ଡକ୍ୟୁମେଣ୍ଟ୍ ସାକାର ହୋଇଛି। ତେଣୁ ଏ ‘ଓଡ଼ିଶା ଆଟ୍ ହଣ୍ଡ୍ରେଡ୍’ ନାଁରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ କେବଳ ଏକ ଧୂଆଁ ବାଣ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଓ ଠକୁଛନ୍ତି। କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସେ ଭିଜନ୍ ଡକ୍ୟୁମେଣ୍ଟ୍ କଥା କହୁଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ରାଜ୍ୟ ସରକାର ଗତ ୧୫ ବର୍ଷରେ କିଛି ଭିଜନ ଡକ୍ୟୁମେଣ୍ଟ୍ କରିପାରିଲେ ନାହିଁ। ୨୦୩୬ ବେଳକୁ ବିଜେଡି ନ ଥିବ କି ଦଳର କୌଣସି ଭୂମିକା ବି ନ ଥିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ଅବହେଳା ପ୍ରସଙ୍ଗ ବିଜେଡିର ପୁରୁଣା ସୁଆଙ୍ଗ। ଟଙ୍କିକିଆ ଚାଉଳରେ କିଏ କେତେ ସବସିଡ ଦେଉଛନ୍ତି ରାଜ୍ୟ ସରକାର ଆଗ ସ୍ପଷ୍ଟ କରନ୍ତୁ। ଭିଜନ ଦେଖିବାରେ କିଛି ଅସୁବିଧା ନାହିଁ। ୧୭ ବର୍ଷର ହିସାବ ନବୀନ ବାବୁ ଆଗ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story