ଆଇନଜୀବୀଙ୍କ ଦାବି ଏବଂ ପରାମର୍ଶକୁ ସରକାର ବିଚାରକୁ ନେବେ: ମୁଖ୍ୟମନ୍ତ୍ରୀ

କଟକ: ଆଇନଜୀବୀଙ୍କ ଦାବିକୁ ନେଇ ସରକାର ସଚେତନ ଅଛନ୍ତି। ସେମାନଙ୍କ ଦାବି ସହିତ ବିଭିନ୍ନ ପରାମର୍ଶକୁ ସରକାର ବିଚାରକୁ ନେବେ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ୪୪ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। କଟକ ଇଣ୍ତୋର ଷ୍ଟାଡିୟମରେ ଆଜି ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୪ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର […]

supreme court

supreme court

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 08:39 AM IST

Sports

Latest News

କଟକ: ଆଇନଜୀବୀଙ୍କ ଦାବିକୁ ନେଇ ସରକାର ସଚେତନ ଅଛନ୍ତି। ସେମାନଙ୍କ ଦାବି ସହିତ ବିଭିନ୍ନ ପରାମର୍ଶକୁ ସରକାର ବିଚାରକୁ ନେବେ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ୪୪ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

କଟକ ଇଣ୍ତୋର ଷ୍ଟାଡିୟମରେ ଆଜି ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୪ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଉଦଘାଟନ କରିଥିଲେ।  ଉଦଘାଟନୀ ସମାରୋହରେ ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ଆଡଭୋକେଟ ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଏଥିରେ ଆଇନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀର ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ଆଦିବାସୀ ବେପାର ମନ୍ତ୍ରୀ ଜୁଏଲ ଓରାମ,ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story