ନିଆଁ ଡେଉଁଛି: ରାୟଗଡ଼ା ଓ ଗଞ୍ଜାମକୁ ବ୍ୟାପିଲା

ଗୁଣପୁର(ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ଧାନ ଚାଷ ନଷ୍ଟ ହୋଇଛି। ଚାଷୀ କିଛି ଉପାୟ ନପାଇ ନିଜ ଜାମିରେ ନିଆଁ ଲଗାଇ ଦେଉଛନ୍ତି। ବରଗଡ଼ ଜିଲ୍ଲାରୁ ଉଠିଥିବା ଏହି ନିଆଁ ଝାରସୁଗୁଡ଼ା, ଲମ୍ୱଲପୁର ଦେଇ ରାୟଗଡ଼ା ଓ ଗଞ୍ଜାମକୁ ବ୍ୟାପିଛି। ଚଳିତବର୍ଷ ବିଳମ୍ୱରେ ବର୍ଷା ହେବାରୁ ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲା। ଭାବିଥିଲା ଏଥର ଭଲ ଫସଲ ହେବ। ଚାଷ ମଧ୍ୟ ଭଲ ହୋଇଥିଲା। ହେଲେ ଚକଡ଼ା ପୋକ ସବୁ […]

paddy fild

paddy fild

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 01:48 PM IST

Sports

Latest News

ଗୁଣପୁର(ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ଧାନ ଚାଷ ନଷ୍ଟ ହୋଇଛି। ଚାଷୀ କିଛି ଉପାୟ ନପାଇ ନିଜ ଜାମିରେ ନିଆଁ ଲଗାଇ ଦେଉଛନ୍ତି। ବରଗଡ଼ ଜିଲ୍ଲାରୁ ଉଠିଥିବା ଏହି ନିଆଁ ଝାରସୁଗୁଡ଼ା, ଲମ୍ୱଲପୁର ଦେଇ ରାୟଗଡ଼ା ଓ ଗଞ୍ଜାମକୁ ବ୍ୟାପିଛି।

ଚଳିତବର୍ଷ ବିଳମ୍ୱରେ ବର୍ଷା ହେବାରୁ ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲା। ଭାବିଥିଲା ଏଥର ଭଲ ଫସଲ ହେବ। ଚାଷ ମଧ୍ୟ ଭଲ ହୋଇଥିଲା। ହେଲେ ଚକଡ଼ା ପୋକ ସବୁ ସାରିଦେଲା। କ୍ଷେତରେ ଅଗାଡ଼ି ଧାନ କେଣ୍ଡା ଦେଖି ଚାଷୀର ନିଦ ହଜି ଗଲା। କିଛି ଉପାୟ ନପାଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗାଜିଲଗୁଡ଼ା ଗାଁର ଚାଷୀ ପ୍ରାୟ ୮ ଏକର ଜମିରେ ଆଜି ନିଆଁ ଲଗାଇ ଦେଲେ।

ସେହିପରି ଗଞ୍ଜାମ ଜିଲ୍ଲାର ଚିକିଟିରେ ମଧ୍ୟ ଚାଷୀ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ଧାନରେ ଚକଡ଼ା ପୋକ ଲାଗିଥିବାରୁ ଚାଷୀ ନିଆଁ ଲଗାଇଥିବା ଜଣାପଡ଼ିଛି।

ଚକଡ଼ା ପୋକ ଲାଗି ଥିବାରୁ ଗତ ୩୧ ତାରିଖରେ ବରଗଡ଼ ଜିଲ୍ଲା କଳାପାଣି ଗାଁରେ ଜଣେ ଚାଷୀ କ୍ଷେତରେ ନିଆଁ ଲଗାଇ ଦେଇଥିଲେ।

ରୋଗକପୋକ ପ୍ରଭାବରେ ଧାନ ଫସଲ ନଷ୍ଟ ହେବା ପରେ ଝାରସୁଗୁଡ଼ା ଲଖନପୁର ପଞ୍ଚାୟତର ଅଏଁଲପଡ଼ା ଗାଁର ଜଣେ ଚାଷୀ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଏକର ଏକର ଚାଷ ଜମି ପୋଡ଼ି ଯାଇଥିଲା।

ସେହିପରି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ର ଖୁଦପାଲି ଗାଁର ସତ୍ୟାନନ୍ଦ ସେଠ୍ ନାମକ ଜଣେ ଚାଷୀ ମଧ୍ୟ ନିଜ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲା। ଚକଡ଼ା ପୋକ ଯୋଗୁଁ ଅମଳ ସମୟରେ ଧାନ ଫସଲ ନଷ୍ଟ ହେବା ଯୋଗୁ ଚାଷୀ ହତାଶ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story