ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଆହାର ଯୋଜନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆହାର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। କଟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଖାଦ୍ୟର ମାନ ଓ ସ୍ୱଚ୍ଛ ପାନୀୟଜଳ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ରାଜ୍ୟର ସବୁ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକରେ ୪ଟି ଓ ରାଜଧାନୀ ଭୁବନେଶ୍ୱରରେ ଆଉ ୫ଟି ଆହାର କେନ୍ଦ୍ର ଖୋଲାଯାଇଛି। ଭାରତରତ୍ନ […]

ahar

ahar

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 07:38 AM IST

Sports

Latest News

Ahar1ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆହାର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। କଟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଖାଦ୍ୟର ମାନ ଓ ସ୍ୱଚ୍ଛ ପାନୀୟଜଳ ଉପରେ ଗୁରୁତ୍ୱ ଦେଇଥିଲେ। ଏହାସହ ରାଜ୍ୟର ସବୁ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକରେ ୪ଟି ଓ ରାଜଧାନୀ ଭୁବନେଶ୍ୱରରେ ଆଉ ୫ଟି ଆହାର କେନ୍ଦ୍ର ଖୋଲାଯାଇଛି।

ଭାରତରତ୍ନ ଡକ୍ତର ଭିଆର ଆମ୍ବଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଛନ୍ତି, “ରାଜ୍ୟବାସୀଙ୍କ ପାଇଁ ୧୦୦ଟି ଆହାର କେନ୍ଦ୍ର ଖୋଲାଯାଇଥିବାରୁ ମୁଁ ବହୁତ ଖୁସି। ଆଜିଠାରୁ ଏହି ଯୋଜନା ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେଲା। ଏଥିରେ ଦିନକୁ ୬୦,୦୦୦ରୁ ଅଧିକ ଲୋକ ଖାଦ୍ୟ ଖାଇ ପାରିବେ। ବିଭିନ୍ନ ଅଞ୍ଚଳରୁ ସହରକୁ ଆସୁଥିବା ହଜାର ହଜାର ଲୋକଙ୍କ ସୁବିଧା ପାଇଁ ଏହି ଯୋଜନାର ଆରମ୍ଭ କରିଥିଲୁ। ଏହା ସହରକୁ ଆସୁଥିବା ଗରିବ ଲୋକଙ୍କ ପାଇଁ ଲାଭଦାୟକ ହୋଇଥିବାରୁ ସବୁ ଜିଲ୍ଲାରେ କାର୍ଯ୍ୟକାରୀ କରିଛୁ। ଖାଦ୍ୟର ମାନ ଓ ସ୍ୱଚ୍ଛ ପାନୀୟଜଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଦରକାର।”

ସେ କହିଛନ୍ତି, “ଓଡ଼ିଶାର ବିକାଶରେ ଐତିହାସିକ କଟକ ସହରର ଭୂମିକା ରହିଛି। କଟକ ସହରର ବିକାଶ ପାଇଁ ଆମେ କାମ କରୁଛୁ। ଆଜି ଅମୃତ ଯୋଜନାରେ କଟକର ୪ଟି ପାର୍କର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ଗମନାଗମନ ପାଇଁ କଟକରେ ୩୦ଟି ଅଧିକ ସିଟିବସ୍‌ ଚାଲିବ। ଓଡ଼ିଶା ଏକ ମୋଡେଲ ଷ୍ଟେଟ୍‌ ହୋଇପାରିଛି। ସମାଜର ସବୁକ୍ଷେତ୍ରର ଲୋକଙ୍କ ସହଯୋଗରେ ଜନକଲ୍ୟାଣ କାର୍ଯ୍ୟ ପାଇଁ ଆମେ କାମ କରୁଛୁ।”

ଗତବର୍ଷ ଏପ୍ରିଲ୍‌ ୧ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ରାଜ୍ୟର ୫ଟି ମହାନଗର ନିଗମରେ ୨୧ଟି ଆହାର କେନ୍ଦ୍ର ଖୋଲାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସହରରେ ୨୧ଟି କେନ୍ଦ୍ର ଆରମ୍ଭ ହୋଇଥିଲା। ଏହି ଯୋଜନାର ସଫଳତା ଏବଂ ସହରାଞ୍ଚଳକୁ ଆସୁଥିବା ଅଭାବୀ ଲୋକମାନଙ୍କର ଆବଶ୍ୟକତା ଓ ସର୍ବୋପରି ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟର ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story