ବୈଜ୍ଞାନିକଙ୍କ ଦାବି: ଗାଈପାଖରେ ଅଛି ଏଡ୍‌ସ୍‌ର ଔଷଧ, କ’ଣ ସେହି ଉପାଦାନ ?

ନୂଆଦିଲ୍ଲୀ: ଗାଈ କ୍ଷୀରକୁ ଏକ ପୃଷ୍ଟିକର ତତ୍ତ୍ୱ ଭାବେ ବିବେଚିତ କରାଯାଉଥିବା ବେଳେ ଏହି ପ୍ରାଣୀର ଶରୀରରେ ଅନେକ ଜୀବାଣୁ ନାଶକ ଶକ୍ତି ଅଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ମାନବ ସମାଜ ପାଇଁ ସବୁଠୁ ଭୟଙ୍କର ରୋଗ ସାଜିଥିବା ଏଡ୍‌ସର ଔଷଧ  ଏହି ଗାଈ ଦେହରେ ରହିଛି। ଆମେରିକାର ଗବେଷକ କହିଛନ୍ତି ଏଚ୍ଆଇଭି ନିରାକରଣ ପାଇଁ ଭେକ୍ସିନ୍‌ ଉପାଦାନ  ଗାଈଠାରେ ରହିଛି। କାରଣ ଗାଈ ଦେହରେ ଯେଉଁ ରୋଗ ପ୍ରତିରୋଧକ ଆଣ୍ଟିବଡିଜ୍‌ ତିଆରି ହୁଏ ସେଥିରେ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 08:59 PM IST

Sports

Latest News

ନୂଆଦିଲ୍ଲୀ: ଗାଈ କ୍ଷୀରକୁ ଏକ ପୃଷ୍ଟିକର ତତ୍ତ୍ୱ ଭାବେ ବିବେଚିତ କରାଯାଉଥିବା ବେଳେ ଏହି ପ୍ରାଣୀର ଶରୀରରେ ଅନେକ ଜୀବାଣୁ ନାଶକ ଶକ୍ତି ଅଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ମାନବ ସମାଜ ପାଇଁ ସବୁଠୁ ଭୟଙ୍କର ରୋଗ ସାଜିଥିବା ଏଡ୍‌ସର ଔଷଧ  ଏହି ଗାଈ ଦେହରେ ରହିଛି। ଆମେରିକାର ଗବେଷକ କହିଛନ୍ତି ଏଚ୍ଆଇଭି ନିରାକରଣ ପାଇଁ ଭେକ୍ସିନ୍‌ ଉପାଦାନ  ଗାଈଠାରେ ରହିଛି। କାରଣ ଗାଈ ଦେହରେ ଯେଉଁ ରୋଗ ପ୍ରତିରୋଧକ ଆଣ୍ଟିବଡିଜ୍‌ ତିଆରି ହୁଏ ସେଥିରେ ଏଚ୍ଆଇଭି ରୋଗକୁ ବିନାଶ କରିବାର କ୍ଷମତା ରହିଛି। ଗାଈ ଶରୀରେ  ଥିବା  କମ୍ପ୍ଲେକ୍ସ ଓ ବ୍ୟାକ୍ଟେରିଆ ଯୁକ୍ତ ପାଚକ ତନ୍ତ୍ର ଯୋଗୁଁ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଥାଏ।

ଏଚ୍‌ଆଇଭି ଶରୀରେ ନିଜର ସ୍ଥିତି ବାରମ୍ବାର ବଦଳାଇ ରୋଗୀର ରୋଗପ୍ରତିରୋଧକ ଶକ୍ତି ଉପରେ ଆକ୍ରମଣ କରିଥାଏ। ଏହି ଭେକ୍ସିନ ରୋଗୀର ରୋଗପ୍ରତିରୋଧକଗ ଶକ୍ତିକୁ ବଢ଼ାଇବ। ଆଉ ରୋଗ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇପାରିବ ବୋଲି ବୈଜ୍ଞାନିକମାନ ଦାବି କରିଛନ୍ତି।

ଇଣ୍ଟରନ୍ୟାସନାଲ ଏଡ୍‌ସ୍‌ ଭେକ୍ସିନ ଇନିସିଏଟିଭ୍ ଏବଂ ଦି ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପରୀକ୍ଷାନିରୀକ୍ଷା କରାଯାଇ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।  ଇନଷ୍ଟିଚ୍ୟୁଟ୍ ପକ୍ଷରୁ  ଗାଈର ରୋଗ ପ୍ରତିରୋଧକ ଶକ୍ତି ‍କ୍ଷମତା ଉପରେ ଗବେଷଣା କରାଯାଇଥିଲା।

ଡକ୍ଟର ଡେବିନଙ୍କ କହିବା ଅନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ପାଇଁ ଗାଈ ଶରୀରରେ ଆବଶ୍ୟକ ଆଣ୍ଟିବଡ଼ିଜ ମାତ୍ର କେଇ ସପ୍ତାହ ମଧ୍ୟରେ ତିଆରି ହୋଇଥାଏ। କିନ୍ତୁ ଏହି ଆଣ୍ଟିବଡ଼ିଜ ମଣିଷ ଶରୀରେ ତିଆରି ହେବାକୁ ୩-୫ ବର୍ଷ ସମୟ ଲାଗିଥାଏ।  ଗାଈ ଶରୀରେ ଥିବା ଆଣ୍ଟିବଡ଼ିଜ ଏଚ୍‌ଆଇଭିର ପ୍ରଭାବକୁ ୪୨ ଦିନରେ ୨୦ ପ୍ରତିଶତ କାମାଇବାର ଶକ୍ତି ଅଛି ବୋଲି କୁହାଯାଉଛି। ଗବେଷଣାରୁ ଜଣାପଡିଲା, ଗାଈ ଶରୀରରେ ତିଆରି ହେଉଥିବା ଆଣ୍ଟିବଡିଜ୍‌ ୩୮୧ ଦିନରେ ୯୬ ପ୍ରତିଶତ ଏଚ୍‌ଆଇଭିକୁ ନିଷ୍କ୍ରିୟ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story