ଯୁଦ୍ଧ ପାଇଁ ସତର୍କ ଘଣ୍ଟି ! ଭାରତୀୟ ବାୟୁ ସେନା ମୁଖ୍ୟଙ୍କ ଚିଠି: ଅପରେଶନ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଭାରତୀୟ ସେନା ଉପରେ ପାକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଥିବା ବେଳେ ସେମାନଙ୍କୁ ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ଏଥିପାଇଁ  ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ବାୟୁ ସେନାଙ୍କୁ ସତର୍କ କରିଦେଇଛନ୍ତି। ଏଥିପାଇଁ ସେ ବ୍ୟକ୍ତିଗତଭାବେ ସମସ୍ତ ବାୟୁ ସେନା ଅଧିକାରୀଙ୍କୁ ଚିଠି ଦେଇଛନ୍ତି। ଚିଠିରେ ଅପରେଶନ ପାଇଁ ପ୍ରସ୍ତୁତ ରହିବାକୁ ଦର୍ଶାଯାଇଛି।  ଏ ସମ୍ପର୍କରେ ଏଏନଆଇ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି।  ତେବେ ଏହି […]

Air Chief Marshal BS Dhanoa after a sortie

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 08:54 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଭାରତୀୟ ସେନା ଉପରେ ପାକ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଥିବା ବେଳେ ସେମାନଙ୍କୁ ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି। ଏଥିପାଇଁ  ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ବାୟୁ ସେନାଙ୍କୁ ସତର୍କ କରିଦେଇଛନ୍ତି। ଏଥିପାଇଁ ସେ ବ୍ୟକ୍ତିଗତଭାବେ ସମସ୍ତ ବାୟୁ ସେନା ଅଧିକାରୀଙ୍କୁ ଚିଠି ଦେଇଛନ୍ତି। ଚିଠିରେ ଅପରେଶନ ପାଇଁ ପ୍ରସ୍ତୁତ ରହିବାକୁ ଦର୍ଶାଯାଇଛି।  ଏ ସମ୍ପର୍କରେ ଏଏନଆଇ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି।  ତେବେ ଏହି ଚିଠି ଟି କେବେ ଲେଖାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମାସକ ପୂର୍ବରୁ ଲେଖାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଚିଠିରେ ଉଲ୍ଲେଖ ରହିଛି ଯେ, ଏବେ କିଛି ମାସ ହେଲା ଜାରି ରହିଥିବା ଆକ୍ରମଣ ବିପଦ ସୃଷ୍ଟି କରିଛି। ତେଣୁ ଅପରେଶନ ପାଇଁ ପ୍ରସ୍ତୁତ ରହିବାକୁ ଚେତେଇ ଦିଆଯାଇଛି।  ଏଥିସହ  ଫାଇଟର ଜେଟ୍‌ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ଭାରତକୁ ୪୨ଟି ସ୍କ୍ୱାଡ୍ରନ୍‌ସ୍‌ (ଫାଇଟର ଜେଟ୍‌ ) ଆବଶ୍ୟକ ଥିବା ବେଳେ ମାତ୍ର  ୩୩ଟି ଥିବା କୁହାଯାଇଛି। ତଥାପି ବିଚଳିତ ନ ହେବାକୁ ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ପରାମର୍ଶ ଦେଇଛନ୍ତି। ଆମ ପାଖରେ ଯାହା ଅଛି ସେଇ ଅନୁଯାୟୀ ପ୍ରସ୍ତୁତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story