ଆଜି ପବିତ୍ର ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ଉତ୍ସବ ମୁଖର ହୋଇଛି ସମଗ୍ର ରାଜ୍ୟ। ଏହି ଅବସରରେ ସହର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଧୂପ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳନ କରାଯାଇଥାଏ। ଜୟବିଜୟ ଦ୍ୱାର ପଡ଼ିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜରେ ମଣ୍ଡପ କଟାଯାଏ। ସେଠାରେ ୯ ମୂର୍ତ୍ତି ରୁପା ପଦ୍ମପାଖୁଡ଼ାରେ […]

srikrusna

srikrusna

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 03:03 PM IST

Sports

Latest News

lord-krishnaଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଏଥିପାଇଁ ଉତ୍ସବ ମୁଖର ହୋଇଛି ସମଗ୍ର ରାଜ୍ୟ। ଏହି ଅବସରରେ ସହର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଧୂପ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳନ କରାଯାଇଥାଏ। ଜୟବିଜୟ ଦ୍ୱାର ପଡ଼ିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜରେ ମଣ୍ଡପ କଟାଯାଏ। ସେଠାରେ ୯ ମୂର୍ତ୍ତି ରୁପା ପଦ୍ମପାଖୁଡ଼ାରେ କୃଷ୍ଣଙ୍କ ସୁବର୍ଣ୍ଣ ପ୍ରତିମା ରଖାଯିବା ପରେ ପଞ୍ଚ ଉଚାରରେ ପୂଜାବିଧି ହୋଇଥାଏ। ପରେ ଦକ୍ଷିଣ ଘରୁ ମଦନମୋହନ ରତ୍ନସିଂହାସନ ଉପରେ ବିଜେ ହୁଅନ୍ତି। ସେଠାରେ ମହାପ୍ରଭୁଙ୍କ ବାଡ଼ରୁ ଆଜ୍ଞାମାଳ ପାଇ ମଦନମୋହନ ଜନ୍ମଚକଡ଼ାରେ ବିଜେ କରନ୍ତି। ଅନ୍ୟାନ୍ୟ ନୀତି ପରେ ଶ୍ରୀକୃଷ୍ଣଙ୍କୁ ରୁପା ସାମୁକାରେ ଖୀର ପାନ ସହ ନାଭି ଛେଦନ ନୀତି କରାଯାଏ। କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତମାନେ ମାଖନ, ସର ଓ ଲବଣୀ ଆଦି ପ୍ରସ୍ତୁତ କରି କୃଷ୍ଣଙ୍କୁ ଅର୍ପଣ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story