ଆଜି ବଡ଼ଦିନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଇଁ ଆଜି ଉତ୍ସବମୁଖର ହୋଇଛି ସାରା ରାଜ୍ୟ। ଧରାବତରଣ ପରଠୁ ଆରମ୍ଭ ହୋଇଯାଇଛି ବଡ଼ଦିନ ଉତ୍ସବ। ସୁନ୍ଦର ଓ ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ରାଜ୍ୟର ସବୁ ଚର୍ଚ୍ଚ। ଚିକଚିକ୍ କରୁଛି ଖ୍ରୀଷ୍ଟ ମାସ୍ ଷ୍ଟାର୍ ଓ କ୍ରସ୍। ମଧ୍ୟରାତିରେ ଯୀଶୁଙ୍କ ଜନ୍ମ ମୁହୂର୍ତ୍ତକୁ ଦେଖିବା ଲାଗି ରାଜ୍ୟର ସବୁ ଚର୍ଚ୍ଚରେ ଥିଲା ନାହିଁ ନଥିବା ଭିଡ଼। ଠିକ୍ ରାତି ୧୨ଟାରେ ମଦର ମେରୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ […]

j

j

Rakesh Mallick
  • Published: Friday, 25 December 2015
  • Updated: 25 December 2015, 04:11 PM IST

Sports

Latest News

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଇଁ ଆଜି ଉତ୍ସବମୁଖର ହୋଇଛି ସାରା ରାଜ୍ୟ। ଧରାବତରଣ ପରଠୁ ଆରମ୍ଭ ହୋଇଯାଇଛି ବଡ଼ଦିନ ଉତ୍ସବ। ସୁନ୍ଦର ଓ ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ରାଜ୍ୟର ସବୁ ଚର୍ଚ୍ଚ। ଚିକଚିକ୍ କରୁଛି ଖ୍ରୀଷ୍ଟ ମାସ୍ ଷ୍ଟାର୍ ଓ କ୍ରସ୍। ମଧ୍ୟରାତିରେ ଯୀଶୁଙ୍କ ଜନ୍ମ ମୁହୂର୍ତ୍ତକୁ ଦେଖିବା ଲାଗି ରାଜ୍ୟର ସବୁ ଚର୍ଚ୍ଚରେ ଥିଲା ନାହିଁ ନଥିବା ଭିଡ଼। ଠିକ୍ ରାତି ୧୨ଟାରେ ମଦର ମେରୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ ଶିଶୁ ଯୀଶୁ। ପ୍ରଭୁଙ୍କ ଜନ୍ମଦିନ କେକ୍ କଟାଯାଇଥିଲା। ସମସ୍ତେ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ। ବଡ଼ଦିନ ଅବସରରେ ଘରେ ଘରେ କେକ୍ ଓ ବିଭିନ୍ନ ପ୍ରକାର ପିଠା ମଧ୍ୟ ପ୍ରସ୍ତୁତ କରାଯାଇଛି। କେବଳ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ନୁହନ୍ତି ଅନ୍ୟଧର୍ମର ଲୋକେ ମଧ୍ୟ ବଡ଼ଦିନ ପର୍ବରେ ନିଜକୁ ସାମିଲ କରିଛନ୍ତି।

ବଡ଼ଦିନ ଅବସରରେ ଭୁବନେଶ୍ୱର ସ୍ଥିତ ୪ ନମ୍ୱର ୟୁନିୟନ ଚର୍ଚ୍ଚରେ ରାଜ୍ୟପାଳ ଏସ.ସି ଜମିର  ଯୋଗ ଦେଇଥିଲେ। ନିଜ ପରିବାର ଲୋକଙ୍କ ସହ ରାଜ୍ୟପାଳ ପ୍ରାର୍ଥନା ସଭାରେ ଉପସ୍ଥିତ ରହିବାସହ ବାଇବେଲ ପଢିଥିଲେ। ଏନେଇ ଚର୍ଚ୍ଚରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସେହିପରି ବଡ଼ଦିନକୁ ନେଇ କନ୍ଧମାଳରେ ବିଶେଷ ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ଭିତରେ ସାରା ଜିଲ୍ଲାରେ ଚାଲିଛି ବଡ଼ଦିନ ପାଳନ। ଗତକାଲି ରାତିରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ପ୍ରଭୁ ଯୀଶୁଙ୍କ ଆବିର୍ଭାବକୁ ଆନନ୍ଦରେ ପାଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story