କୃଷି କ୍ୟାବିନେଟ୍‌ର ପ୍ରଥମ ବୈଠକ ଆରମ୍ଭ

ଭୁବନେଶ୍ୱର: ନବଗଠିତ କୃଷି କ୍ୟାବିନେଟ୍ କମିଟିର ପ୍ରଥମ ବୈଠକ ଆଜି ସଚିବାଳୟରେ ଆରମ୍ଭ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। କୃଷି ଓ କୃଷକଙ୍କ ପ୍ରସଙ୍ଗ ନେଇ ଗଠିତ କୃଷି କ୍ୟାବିନେଟ୍‌ର ଏହି ବୈଠକରେ ଉଭୟ କୃଷି ଓ କୃଷକର ଉନ୍ନତି ନିମିତ୍ତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥିରେ କୃଷି, ଅର୍ଥ, ରାଜସ୍ୱ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସମବାୟ, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ […]

cm

cm

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 11:56 AM IST

Sports

Latest News

ଭୁବନେଶ୍ୱର: ନବଗଠିତ କୃଷି କ୍ୟାବିନେଟ୍ କମିଟିର ପ୍ରଥମ ବୈଠକ ଆଜି ସଚିବାଳୟରେ ଆରମ୍ଭ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। କୃଷି ଓ କୃଷକଙ୍କ ପ୍ରସଙ୍ଗ ନେଇ ଗଠିତ କୃଷି କ୍ୟାବିନେଟ୍‌ର ଏହି ବୈଠକରେ ଉଭୟ କୃଷି ଓ କୃଷକର ଉନ୍ନତି ନିମିତ୍ତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏଥିରେ କୃଷି, ଅର୍ଥ, ରାଜସ୍ୱ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସମବାୟ, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ଶକ୍ତି, ଖାଉଟି ଓ ଖାଦ୍ୟ ଯୋଗାଣ ଓ ପଞ୍ଚାୟତ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି।

ପୂର୍ବରୁ କୃଷି କ୍ୟାବିନେଟରେ ୧୦ଟି ବିଭାଗର ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା। ବୁଧବାର ରାଜସ୍ୱ ବିଭାଗ ମନ୍ତ୍ରୀଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇଛି।

ଆସନ୍ତା ୧୫ ତାରିଖରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଶୁକ୍ରବାର ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story