ଆଜି ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ପୃଥିବୀର ସୁରକ୍ଷାପ୍ରତି ଲୋକେ କିଭଳି ସଚେତନ ହୋଇପାରିବେ। ୧୯୭୩ ମସିହାରୁ ବିଶ୍ୱର କୋଣଅଣୁକୋଣରେ ଏହି ଦିବସ ପାଳନ କରାଯାଉଛି। ଏଥର ଏହି ଦିବସରେ ଥିମ୍‌ ରହିଛି ଜିରୋ ଟଲେରାନ୍ସ ଫର ଦ ଇଲେଗାଲ ୱାଇଲ୍ଡ ଲାଇଫ ଟ୍ରେଡ୍ ଅର୍ଥାତ ବେଆଇନ ବନ୍ୟଜନ୍ତୁ କାରବାର ପାଇଁ କୌଣସି ସହନଶୀଳତା ରହିବନି। ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବେଆଇନ ଭାବେ ବଢ଼ିଚାଲିଛି। ଫଳରେ ଅନେକ ଜୀବଜନ୍ତୁ […]

paribasha

paribasha

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 10:46 AM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ପୃଥିବୀର ସୁରକ୍ଷାପ୍ରତି ଲୋକେ କିଭଳି ସଚେତନ ହୋଇପାରିବେ। ୧୯୭୩ ମସିହାରୁ ବିଶ୍ୱର କୋଣଅଣୁକୋଣରେ ଏହି ଦିବସ ପାଳନ କରାଯାଉଛି। ଏଥର ଏହି ଦିବସରେ ଥିମ୍‌ ରହିଛି ଜିରୋ ଟଲେରାନ୍ସ ଫର ଦ ଇଲେଗାଲ ୱାଇଲ୍ଡ ଲାଇଫ ଟ୍ରେଡ୍ ଅର୍ଥାତ ବେଆଇନ ବନ୍ୟଜନ୍ତୁ କାରବାର ପାଇଁ କୌଣସି ସହନଶୀଳତା ରହିବନି। ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବେଆଇନ ଭାବେ ବଢ଼ିଚାଲିଛି। ଫଳରେ ଅନେକ ଜୀବଜନ୍ତୁ ଲୋପପାଇବାକୁ ବସିଲେଣି।ତେଣୁ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଲାଗି ଶିକାରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି। ଏଭଳି ବାର୍ତ୍ତା ‘ୟୁନାଇଟେଡ୍ ନ୍ୟାସନାଲ ଏନଭାରମେଣ୍ଟ’ ପ୍ରୋଗାମ ପକ୍ଷରୁ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos