ଆଜି ପିସିସି ପଦାଧିକାରୀ ବୈଠକ

ଭୁବନେଶ୍ୱର: କଂଗ୍ରେସ ଭବନରେ ଆଜି ବସିବ ପିସିସି ପଦାଧିକାରୀ ବୈଠକ। ଏଥିରେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ଉପସଭାପତି, ସାଧାରଣ ସଂପାଦକ ଓ ସଂପାଦକମାନେ ଯୋଗ ଦେବେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ […]

com

com

Rakesh Mallick
  • Published: Friday, 25 September 2015
  • Updated: 25 September 2015, 03:18 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ଭବନରେ ଆଜି ବସିବ ପିସିସି ପଦାଧିକାରୀ ବୈଠକ। ଏଥିରେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ଉପସଭାପତି, ସାଧାରଣ ସଂପାଦକ ଓ ସଂପାଦକମାନେ ଯୋଗ ଦେବେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ଓ  ଏହା ଅଧୀନରେ ଥିବା ୭ଟି ବିଧାନସଭାର ଦାୟିତ୍ୱରେ ୩ ଜଣ ସଂପାଦକ ବୁଝିବେ। ମରୁଡି ସ୍ଥିତି ନେଇ ଦଳର ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟ ନେଇ ମଧ୍ୟଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story