ଆଜି ଧନତେରାସ

ଭୁବନେଶ୍ୱର: ଆଜି ଧନତେରାସ। ବିଶ୍ୱାସ ରହିଛି ଆଜି ସୁନାରୁପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବେ। ସୁନା ଦୋକାନରେ ଆଜି ଗ୍ରାହକମାନଙ୍କ ଭିଡ଼ ଜମିବା ସହିତ ଭଲ ବ୍ୟବସାୟ ମଧ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି  ସୁନା ଦୋକାନୀମାନେ ଗ୍ରାହକମାନଙ୍କୁ ଆକର୍ଷଣ କଲାଭଳି ଅଫର ରଖିଛନ୍ତି।  ଭୁବନେଶ୍ୱର ଲାଲଚାନ୍ଦ ସୋରୁମରେ ଅଫର ରହିଛି ‘ସୋନେ ପେ ସୋନା ଉପହାର’। ତା’ ସାଙ୍ଗକୁ ୨୦ ହଜାର ଟଙ୍କାର ସୁନା କିଣିଲେ କୋଟିପତି ଲକି ଡ୍ରର ମେମ୍ବର […]

lal

lal

Rakesh Mallick
  • Published: Friday, 28 October 2016
  • Updated: 28 October 2016, 09:48 AM IST

ଭୁବନେଶ୍ୱର: ଆଜି ଧନତେରାସ। ବିଶ୍ୱାସ ରହିଛି ଆଜି ସୁନାରୁପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବେ। ସୁନା ଦୋକାନରେ ଆଜି ଗ୍ରାହକମାନଙ୍କ ଭିଡ଼ ଜମିବା ସହିତ ଭଲ ବ୍ୟବସାୟ ମଧ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି  ସୁନା ଦୋକାନୀମାନେ ଗ୍ରାହକମାନଙ୍କୁ ଆକର୍ଷଣ କଲାଭଳି ଅଫର ରଖିଛନ୍ତି।  ଭୁବନେଶ୍ୱର ଲାଲଚାନ୍ଦ ସୋରୁମରେ ଅଫର ରହିଛି ‘ସୋନେ ପେ ସୋନା ଉପହାର’। ତା’ ସାଙ୍ଗକୁ ୨୦ ହଜାର ଟଙ୍କାର ସୁନା କିଣିଲେ କୋଟିପତି ଲକି ଡ୍ରର ମେମ୍ବର ହୋଇପାରିବେ ଏବଂ ୫ ହଜାର ଟଙ୍କା ମୂଲ୍ୟର ସୁନା କିଣିଲେ ଲକ୍ଷପତି ଡ୍ରର କୁପନ ପାଇପାରିବେ। ହଲମାର୍କ ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ରଖାଯାଇଛି। ହଲମାର୍କ  ସୁନା ଉପରେ ଗ୍ରାମ ପ୍ରତି ମେକିଂ ଚାର୍ଜ ୨୭୯ ଟଙ୍କା ଫ୍ରି ରହିଥିବା ବେଳେ ରୁପା କିଣିଲେ ସମ୍ପୂର୍ଣ୍ଣ ମେକିଂ ଚାର୍ଜ ଫ୍ରି ରହିଛି। ଡାଏମଣ୍ଡ ଏବଂ ଅନ୍ୟାନ୍ୟ ଜନିଷ କିଣିଲେ ସିଧାସଳଖ ୨୦ ପ୍ରତିଶତ ଅଫର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story