ବିଭିନ୍ନ ସ୍ଥାନରେ ଇଦ୍-ଉଲ୍-ଜୁହା ପାଳିତ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲମାନ୍ ଭାଇଭଉଣୀମାନଙ୍କ ଦ୍ୱାରା ବଡ଼ ଧୁମଧାମରେ ପାଳନ ହୋଉଛି ଏହି ପର୍ବ। ସନ୍ଥ ହଜରତ୍ ଇବ୍ରାହିମ୍ ତାଙ୍କର ଅତିପ୍ରିୟ ଜିନିଷ ବଳି ଦେବା ଦିନକୁ ମନେ ପକାଇ ଏହି ପର୍ବ ପାଳନ କରାଯାଉଛି।  ଆଜିର ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଏବଂ ଏକତ୍ର ସୁସ୍ୱାଦୁ ଭୋଜନ କରିବାର ପରମ୍ପରା ମଧ୍ୟ ରହିଛି। କଟକ ସହରର ଛୋଟ ବଡ଼ ପ୍ରାୟ ୪୦ରୁ ଅଧିକ ମସଜିଦ୍ ଓ ପ୍ରାର୍ଥନା ସ୍ଥଳରେ ସକାଳୁ ଶ୍ରଦ୍ଧାଳୁମାନେ ନମାଜ ପାଠ […]

idulzuha

idulzuha

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 12:47 PM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲମାନ୍ ଭାଇଭଉଣୀମାନଙ୍କ ଦ୍ୱାରା ବଡ଼ ଧୁମଧାମରେ ପାଳନ ହୋଉଛି ଏହି ପର୍ବ। ସନ୍ଥ ହଜରତ୍ ଇବ୍ରାହିମ୍ ତାଙ୍କର ଅତିପ୍ରିୟ ଜିନିଷ ବଳି ଦେବା ଦିନକୁ ମନେ ପକାଇ ଏହି ପର୍ବ ପାଳନ କରାଯାଉଛି।  ଆଜିର ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଏବଂ ଏକତ୍ର ସୁସ୍ୱାଦୁ ଭୋଜନ କରିବାର ପରମ୍ପରା ମଧ୍ୟ ରହିଛି।

କଟକ ସହରର ଛୋଟ ବଡ଼ ପ୍ରାୟ ୪୦ରୁ ଅଧିକ ମସଜିଦ୍ ଓ ପ୍ରାର୍ଥନା ସ୍ଥଳରେ ସକାଳୁ ଶ୍ରଦ୍ଧାଳୁମାନେ ନମାଜ ପାଠ କରିଛନ୍ତି। ସହରର ଛୋଟି ମସଜିଦ୍, କଦମ ରସୁଲ, ପଲଟନ୍ ମସଜିଦ୍ଇ ଓ ଇଦଗାରେ ସମୂହ ନମାଜ ପାଠର ଆୟୋଜନ କରାଯାଇଥିଲା।

କେନ୍ଦ୍ରାପଡ଼ା ସହରର ପୁରୁଣା ଇଦ୍‌ଘା ପଡ଼ିଆରେ ଧୁମଧାମରେ ଇଦ୍-ଉଲ୍-ଜୁହା ପାଳନ କରାଯାଇଛି। ବିଭିନ୍ନ ମସଜିଦ୍‌ରେ ପ୍ରାର୍ଥନା କରାଯାଇଛି।

ଭଦ୍ରକ ସହରର ଇଦ୍‌ ପାଳନ କରାଯାଇଛି। ଭଦ୍ରକ କୁଆଁସ ସ୍ଥିତ ଇଦ୍‌ଘା ମଇଦାନରେ ୫ ହଜାରରୁ ‌ଊର୍ଦ୍ଧ୍ୱ ଶ୍ରଦ୍ଧାଳୁମାନେ ଏକାଠି ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ସହରର ୪୫ଟି ସ୍ଥାନରେ ଇଦ୍‌ ପାଳନ କରାଯାଇଛି।

 ବ୍ରହ୍ମପୁରରେ ମଧ୍ୟ ଧୁମଧାମରେ ଇଦ୍‌ ପାଳନ କରାଯାଇଛି।

ବଲାଙ୍ଗିର ସୁନ୍ନି ସଦର ମସଜିଦ୍‌ରେ ପବିତ୍ର ଇଦ୍-ଉଲ୍-ଜୁହା ପାଳିତ ହୋଇଯାଇଛି। ବହୁ ସଂଖ୍ୟାରେ ମୁସଲିମ୍ ଭାଇମାନେ ଏଠାରେ ସାମୂହିକ ନମାଜ ପାଠ କରିଥିଲେ।

Word count: 117  Last edited by Odisha Reporter Bureau on September 13, 2016 at 12:18 pm

Publish

Published EditEdit status
Visibility: Public EditEdit visibility
Published on: Sep 13, 2016 @ 08:29EditEdit date and time
Post Views: 63 Edit

Format

Categories

Tags

Separate tags with commas

Choose from the most used tags

Featured Image

Related Posts by IntellyWP

Post without related posts

Gabfire Custom Fields

Is Featured?

Post Entrance

Video URL

Disable Featured Image on this post?

Disable innerpage slider for this post

Post Page Layout?

Disable Share Icons?

Author

Comments

Add comment

No comments yet.

Revisions

All in One SEO PackHelp

ଆଜି ପବିତ୍ର ଇଦ୍-ଉଲ୍-ଜୁହା | OdishaReporter

http://odishareporter.in/aji-id-ul-zuha/

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲମାନ୍ ଭାଇଭଉଣୀମାନଙ୍କ ଦ୍ୱାରା ବଡ଼ ଧୁମଧାମରେ ପାଳନ ହୋଉଛି ଏହି ପର୍ବ। ସନ୍ଥ ହଜରତ୍ ଇବ୍ରାହିମ୍ ତାଙ୍କର ଅତିପ୍ରିୟ ଜିନିଷ ବଳି ଦେବା ଦିନକୁ...

characters. Most search engines use a maximum of 60 chars for the title.

characters. Most search engines use a maximum of 160 chars for the description.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story