ସର୍ବଭାରତୀୟ ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷା ଶେଷ 

ଭୁବନେଶ୍ୱର: ସର୍ବଭାରତୀୟ ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସାରାଦେଶରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଇଛନ୍ତି। ଏଥିମଧ୍ୟରେ ଓଡିଶାର ୩,୩୧୭ ଛାତ୍ରଛାତ୍ରୀ ଥିଲେ। ଭୁବନେଶ୍ୱରରେ ୭ଟି କେନ୍ଦ୍ରରେ ଓ ରାଉରକେଲାରେ ୨ଟି କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିଲେ। ଚଳିତବର୍ଷ କଟ୍ଅଫ୍ ମାର୍କ ୧୦୦ ରହିଛି। ଦେଶର […]

jee

jee

Rakesh Mallick
  • Published: Sunday, 22 May 2016
  • Updated: 22 May 2016, 12:24 PM IST

Sports

Latest News

ଭୁବନେଶ୍ୱର: ସର୍ବଭାରତୀୟ ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସାରାଦେଶରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଇଛନ୍ତି। ଏଥିମଧ୍ୟରେ ଓଡିଶାର ୩,୩୧୭ ଛାତ୍ରଛାତ୍ରୀ ଥିଲେ। ଭୁବନେଶ୍ୱରରେ ୭ଟି କେନ୍ଦ୍ରରେ ଓ ରାଉରକେଲାରେ ୨ଟି କେନ୍ଦ୍ରରେ ପିଲା ପରୀକ୍ଷା ଦେଇଥିଲେ। ଚଳିତବର୍ଷ କଟ୍ଅଫ୍ ମାର୍କ ୧୦୦ ରହିଛି।

ଦେଶର ସମସ୍ତ ଆଇଆଇଟି ସମେତ ଆଇଏସ୍‌ଏମ୍ ଧାନବାଦରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସଡ୍‌ରେ ଯୋଗ୍ୟ ବିବେଚିତ ହେବାକୁ ପଡ଼ିବ।  ଚଳତବର୍ଷ ଆଇଆଇଟି ଗୌହାଟି ପକ୍ଷରୁ ଏହି ପରୀକ୍ଷା ପରିଚାଳନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story