ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣୀ, ବିସର୍ଜନ ପାଇଁ ଟୁଇନ୍ ସିଟିରେ କଡା ସୁରକ୍ଷା ବ୍ୟବସ୍ଥା

କଟକ/ଭୁବନେଶ୍ୱର: ଆଜି ମା’ ଦୁର୍ଗାଙ୍କ ଭସାଣୀ। ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ମା’ ଜଗତ ଜନନୀ। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ଭଳି ଭସାଣ ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏଥର ବି ବ୍ୟାପକ ବନ୍ଦୋବସ୍ତ କରିଛି ପୋଲିସ। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ୍। କଟକରେ ଏଥର ମୋଟ ୧୫୭ଟି ମେଢ […]

police-5

police-5

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 06:08 AM IST

Sports

Latest News

କଟକ/ଭୁବନେଶ୍ୱର: ଆଜି ମା’ ଦୁର୍ଗାଙ୍କ ଭସାଣୀ। ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ମା’ ଜଗତ ଜନନୀ। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତିବର୍ଷ ଭଳି ଭସାଣ ଶୋଭାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏଥର ବି ବ୍ୟାପକ ବନ୍ଦୋବସ୍ତ କରିଛି ପୋଲିସ। ଶୋଭାଯାତ୍ରା ସମୟରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ଓ ଟ୍ରାଫିକ୍ ଉପରେ ବିଶେଷ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ୍।

କଟକରେ ଏଥର ମୋଟ ୧୫୭ଟି ମେଢ ସାମିଲ୍ ହେଉଛନ୍ତି ଭସାଣ ଶୋଭାଯାତ୍ରାରେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ୨୮ଟି ଏଡ୍ ପୋଷ୍ଟର ବ୍ୟବସ୍ଥା ହୋଇଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ଭସାଣ ରୁଟରେ ୧୩ଟି ସିସି କ୍ୟାମେରା ଖଞ୍ଜାଯାଇଛି। ପ୍ରତି ମେଢ଼ରେ ପୋଲିସ ମୁତୟନ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡକୁ ବି ସଜାଗ ରଖାଯାଇଛି। ଟ୍ରାଫିକ୍ ଶୃଙ୍ଖଳା ସାଙ୍ଗକୁ ସାହି ପରିକ୍ରମା ସମୟରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

ବିସର୍ଜନ ପାଇଁ କାଠଯୋଡ଼ିରେ ଦୁଇଟି ଓ ମହାନଦୀରେ ଗୋଟିଏ ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story