ଆଜି କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର ଅବସର। ଏହି ଅବସରରେ ଆଜି ଭୋରରୁ ବିଭିନ୍ନ ଜଳାଶୟରେ ଡଙ୍ଗାଭସା ପରମ୍ପରା ପାଳିତ ହୋଇଛି। କିଏ କଦଳୀ ପଟୁଆରେ ତ, ଆଉ କିଏ ପ୍ଲାଷ୍ଟିକ ଓ କାଗଜରେ ନିର୍ମିତ ଡଙ୍ଗା ଭସାଇଛନ୍ତି। ଆକାମା ବୈ ଗୀତ ଗାଇ ସଭିଏଁ ଡଙ୍ଗା ଭସାଇଛନ୍ତି। ଭୁବନେଶ୍ୱର ବିନ୍ଦୁ ସାଗର ସହ ବିଭିନ୍ନ ପୁଷ୍କରିଣୀ ଡଙ୍ଗାମୟ ହୋଇଯାଇଛି।  ସେହିପରି ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁମାନେ […]

boat

boat

Rakesh Mallick
  • Published: Monday, 14 November 2016
  • Updated: 14 November 2016, 09:02 AM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର ଅବସର। ଏହି ଅବସରରେ ଆଜି ଭୋରରୁ ବିଭିନ୍ନ ଜଳାଶୟରେ ଡଙ୍ଗାଭସା ପରମ୍ପରା ପାଳିତ ହୋଇଛି। କିଏ କଦଳୀ ପଟୁଆରେ ତ, ଆଉ କିଏ ପ୍ଲାଷ୍ଟିକ ଓ କାଗଜରେ ନିର୍ମିତ ଡଙ୍ଗା ଭସାଇଛନ୍ତି। ଆକାମା ବୈ ଗୀତ ଗାଇ ସଭିଏଁ ଡଙ୍ଗା ଭସାଇଛନ୍ତି।

ଭୁବନେଶ୍ୱର ବିନ୍ଦୁ ସାଗର ସହ ବିଭିନ୍ନ ପୁଷ୍କରିଣୀ ଡଙ୍ଗାମୟ ହୋଇଯାଇଛି।  ସେହିପରି ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। ଏହି ଅବସରରେ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ  ମନେ ପକାଇଥାନ୍ତି ପ୍ରତ୍ୟେକ ଓଡ଼ିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos