କାର୍ତ୍ତିକ ମାସର ଆଜି ପ୍ରଥମ ସୋମବାର

ଭୁବନେଶ୍ୱର: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସର ପ୍ରଥମ ସୋମବାର ସାଙ୍ଗକୁ ସଂକ୍ରାନ୍ତି ପଡ଼ିଥିବାରୁ ମନ୍ଦିରରେ ଆଜି ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। କଟକ ଜିଲ୍ଲାର ଧବଳେଶ୍ୱରଙ୍କ ପୀଠରେ ମଧ୍ୟ  ଭିଡ଼ ଦେଖିବାକୁ ମିଳିଛି। ଧବଳେଶ୍ୱର ପୀଠରେ ଆଜି ଭୋରରୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ୪ଟାରୁ ପହଡ଼ ଖୋଲିଥିଲା। କାର୍ତ୍ତିକ ମାସରେ ବଡ଼ ଓଷା କରୁଥିବା ଶ୍ରଦ୍ଧାଳୁମାନେ ଆଜିଠାରୁ ବ୍ରତ ଆରମ୍ଭ କରିଥାନ୍ତି। […]

dalaswer

dalaswer

Rakesh Mallick
  • Published: Monday, 17 October 2016
  • Updated: 17 October 2016, 12:25 PM IST

ଭୁବନେଶ୍ୱର: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସର ପ୍ରଥମ ସୋମବାର ସାଙ୍ଗକୁ ସଂକ୍ରାନ୍ତି ପଡ଼ିଥିବାରୁ ମନ୍ଦିରରେ ଆଜି ଅପେକ୍ଷାକୃତ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

କଟକ ଜିଲ୍ଲାର ଧବଳେଶ୍ୱରଙ୍କ ପୀଠରେ ମଧ୍ୟ  ଭିଡ଼ ଦେଖିବାକୁ ମିଳିଛି। ଧବଳେଶ୍ୱର ପୀଠରେ ଆଜି ଭୋରରୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ୪ଟାରୁ ପହଡ଼ ଖୋଲିଥିଲା। କାର୍ତ୍ତିକ ମାସରେ ବଡ଼ ଓଷା କରୁଥିବା ଶ୍ରଦ୍ଧାଳୁମାନେ ଆଜିଠାରୁ ବ୍ରତ ଆରମ୍ଭ କରିଥାନ୍ତି। ଧର୍ମମାସ କାର୍ତ୍ତିକରେ ଧବଳେଶ୍ୱର ପୀଠରେ ମାସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story