ମାଣିକେଶ୍ୱରୀଙ୍କ ପୀଠରେ ପଡ଼ିଲା ୪୦ ହଜାରରୁ ଅଧିକ ପଶୁପକ୍ଷୀଙ୍କ ବଳି

ଭବାନୀପାଟଣା: ପୁଣି ନିରୀହ ପଶୁପକ୍ଷୀଙ୍କ ରକ୍ତରେ ଭିଜିଲା ଭବାନୀପାଟଣା ମାଟି। ସାମାଜିକ ସଚେତନତା ଓ ପ୍ରଶାସନର ସମସ୍ତ ଚେଷ୍ଟା ସତ୍ତ୍ୱେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ୪୦,୦୦୦ରୁ ଅଧିକ ପଶୁପକ୍ଷୀଙ୍କୁ ଆଜି ବଳି ଦିଆଯାଇଛି। ବିଳମ୍ୱିତ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ଗୁପ୍ତପୂଜା ପରେ ମା’ଙ୍କ ବିଜୟ ପ୍ରତିମା ‘ଛତର’ ସହର ଉପକଣ୍ଠ ଜେନାଖାଲକୁ ଯାଇଥିଲା। ଏହାପରେ ସେଠାରେ ପୂଜାର୍ଚ୍ଚନା ସାରି ଭୋରରେ ମନ୍ଦିର ଅଭିମୁଖେ ମା’ଙ୍କ ଛତର ଯାତ୍ରା ବାହାରିଥିଲା। ଭୋର ୫ଟାରୁ ଆରମ୍ଭ ହୋଇଥିବା ଏହି […]

chhatar

chhatar

Rakesh Mallick
  • Published: Sunday, 09 October 2016
  • Updated: 10 October 2016, 07:02 AM IST

Sports

Latest News

chhatarଭବାନୀପାଟଣା: ପୁଣି ନିରୀହ ପଶୁପକ୍ଷୀଙ୍କ ରକ୍ତରେ ଭିଜିଲା ଭବାନୀପାଟଣା ମାଟି। ସାମାଜିକ ସଚେତନତା ଓ ପ୍ରଶାସନର ସମସ୍ତ ଚେଷ୍ଟା ସତ୍ତ୍ୱେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ୪୦,୦୦୦ରୁ ଅଧିକ ପଶୁପକ୍ଷୀଙ୍କୁ ଆଜି ବଳି ଦିଆଯାଇଛି।

ବିଳମ୍ୱିତ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ଗୁପ୍ତପୂଜା ପରେ ମା’ଙ୍କ ବିଜୟ ପ୍ରତିମା ‘ଛତର’ ସହର ଉପକଣ୍ଠ ଜେନାଖାଲକୁ ଯାଇଥିଲା। ଏହାପରେ ସେଠାରେ ପୂଜାର୍ଚ୍ଚନା ସାରି ଭୋରରେ ମନ୍ଦିର ଅଭିମୁଖେ ମା’ଙ୍କ ଛତର ଯାତ୍ରା ବାହାରିଥିଲା। ଭୋର ୫ଟାରୁ ଆରମ୍ଭ ହୋଇଥିବା ଏହି ଛତର ଯାତ୍ରା ଅପରାହ୍ନ ୨ଟା ଯାଏଁ ଚାଲିଥିଲା। ଘଣ୍ଟଘଣ୍ଟା, ଘୁମୁରା ଓ ଦୁଲଦୁଲି ଭଳି ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ସହର। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡ଼ରେ ରହି ମା’ଙ୍କ ଛତର ଦର୍ଶନ କରିଥିଲେ।

ପ୍ରଶାସନର ବାରଣ ସତ୍ତ୍ୱେ ମା’ଙ୍କ ଛତର ଯାତ୍ରାବେଳେ ବଳିପ୍ରଥା ଥିବାରୁ ଭକ୍ତମାନେ ରାସ୍ତା କଡ଼ରେ ବିଭିନ୍ନ ପଶୁ ବଳି ଦିଆଯାଇଥିଲା। ଆଜି ଯାତ୍ରାରେ ୪୦,୦୦୦ରୁ ଅଧିକ ଛେଳି, ବୋଦା, ମେଣ୍ଢା ଓ କୁକୁଡ଼ା ବଳି ଦିଆଯାଇଥିଲା। ରକ୍ତରଞ୍ଜିତ ହୋଇଯାଇଥିଲା ୩ କିଲୋମିଟର ରାସ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story