ଆଜି ମହାଶିବରାତ୍ରି; ଚଳଚଞ୍ଚଳ ରାଜ୍ୟର ଶୈବପୀଠ 

ଭୁବନେଶ୍ୱର: ଆଜି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଆଜି ରାତି୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ୍ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ବିଛା ଯାଇଛି ମ୍ୟାଟ୍‌। ସୁରକ୍ଷା ଦୃଷ୍ଟିରୁ ୨୨ଟି ସିସିଟିଭି ଲଗାଯାଇଛି। ଢେଙ୍କାନାଳର ପ୍ରସିଦ୍ଧ କପିଳାସ […]

siba

siba

Rakesh Mallick
  • Published: Friday, 24 February 2017
  • Updated: 24 February 2017, 11:14 AM IST

Sports

Latest News

ଭୁବନେଶ୍ୱର: ଆଜି ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଆଜି ରାତି୧୦ଟାରେ ମହାଦୀପ ଉଠିବ।

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ୍ ବ୍ୟବସ୍ଥା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ପରିସରରେ ବିଛା ଯାଇଛି ମ୍ୟାଟ୍‌। ସୁରକ୍ଷା ଦୃଷ୍ଟିରୁ ୨୨ଟି ସିସିଟିଭି ଲଗାଯାଇଛି।

ଢେଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠରେ ବି ଜାଗର ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଜାଗର ଦିନ ଏଠାରେ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କର ଭିନ୍ନ ଢଙ୍ଗରେ ପୂଜାର୍ଚ୍ଚନା ହୁଏ। ସନ୍ଧ୍ୟାରେ ଆଳତୀ ପରେ ମହାସ୍ନାନ ଓ ଅଭିଷେକ କରାଯାଇ ଦେବ ଦେବ ମହାଦେବଙ୍କ ସୁନାବେଶ କରାଯିବାର ପରମ୍ପରା ରହିଛି। ରାତି ପହଡ଼ ପୂର୍ବରୁ ହୁଏ ହରିହର ଭେଟ। ଜାଗର  ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ଯୋଗୁଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ  ରାତି ସାଢେ ଗୋଟାଏ ବେଳେ  ମହାଦୀପ ଉଠିବା ସହ ଧବଳେଶ୍ୱରଙ୍କ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ।

ପୁରୀରେ  ବାବା ଲୋକନାଥଙ୍କ ପୀଠରେ ଜାଗର ପାଇଁ ସରିଯାଇଛି ପ୍ରସ୍ତୁତି। ଏଠାରେ ମହାଶିବରାତ୍ରିରେ ଏକ ବିଶେଷ ନୀତି କରାଯାଇଥାଏ। ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥ ଦେବଙ୍କ ବିଜେ ପ୍ରତିମା ରାତି ପ୍ରାୟ ୧୧ଟା ବେଳେ ଶ୍ରୀଲୋକନାଥଙ୍କ ଦେବଙ୍କ ମନ୍ଦିରକୁ ବିମାନରେ ଆସିଥାଆନ୍ତି। ବିଳମ୍ବିତ ରାତିରେ ହରିହର ପୂଜା ସହ ଚତୁର୍ଦ୍ଦଶୀ ଭୋଗ ଓ ବଡ଼ ସିଂହାର ଭୋଗ କରାଯାଏ।

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱରରେ ମଧ୍ୟ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି।

ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପାଖରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story