ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ; ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ର ରୁଲ୍ସକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ର ରୁଲ୍ସକୁ ମଞ୍ଜୁରୀ ମିଳିପାରେ। ଫଳରେ ସରକାରୀ ସ୍ତରରେ ଓଡ଼ିଆ ଭାଷା କାର୍ଯ୍ୟକାରୀତା ନେଇ ନିଷ୍ପତ୍ତି ନିଆଯାଇପାରେ। ପୂର୍ବରୁ ଓଡ଼ିଶା ସରକାରୀ ଭାଷା ଅଧିନିୟମ ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଥିଲା। ଏହାର  ରୁଲ୍ସ କାର୍ଯ୍ୟକାରୀ ନେଇ ଆଜିର ବୈଠକରେ ନିଷ୍ପତ୍ତି ହୋଇପାରେ। ସରକାରୀ ସ୍ତରରେ ଏହାର ବ୍ୟବହାର ନେଇ କିଭଳି ରହିବ ରୂପରେଖ ଏବଂ କିଭଳି କାର୍ଯ୍ୟକାରୀ କରାଯିବ […]

odisha secrater

odisha secrater

Rakesh Mallick
  • Published: Friday, 12 August 2016
  • Updated: 12 August 2016, 08:26 AM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ର ରୁଲ୍ସକୁ ମଞ୍ଜୁରୀ ମିଳିପାରେ। ଫଳରେ ସରକାରୀ ସ୍ତରରେ ଓଡ଼ିଆ ଭାଷା କାର୍ଯ୍ୟକାରୀତା ନେଇ ନିଷ୍ପତ୍ତି ନିଆଯାଇପାରେ। ପୂର୍ବରୁ ଓଡ଼ିଶା ସରକାରୀ ଭାଷା ଅଧିନିୟମ ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଥିଲା।

ଏହାର  ରୁଲ୍ସ କାର୍ଯ୍ୟକାରୀ ନେଇ ଆଜିର ବୈଠକରେ ନିଷ୍ପତ୍ତି ହୋଇପାରେ। ସରକାରୀ ସ୍ତରରେ ଏହାର ବ୍ୟବହାର ନେଇ କିଭଳି ରହିବ ରୂପରେଖ ଏବଂ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ। ପୂର୍ବରୁ ଅଗଷ୍ଟ ୧୫ରୁ  ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ  ସରକାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos