ଆଜି ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ; ୪ଟି ପ୍ରସ୍ତାବ ଉପରେ ହେବ ଆଲୋଚନା

ଭୁବନେଶ୍ୱର:  ଆଜି ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସୁଛି। ଏଥିରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଗୁଡିକ ହେଲା ରାଜନୈତିକ, ସାଂଗଠନିକ, ପଞ୍ଚାୟତ ନିର୍ବାଚନ ଓ ସଭ୍ୟ ସଂଗ୍ରହ। ରାଜନୈତିକ ଚିଠା ପ୍ରସ୍ତାବରେ ଦଳ ଚାଷୀଙ୍କ ସମସ୍ୟା ଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ୍ ଓ ଆଇନଶୃଙ୍ଖଳା ପରି ବିଭିନ୍ନ ପ୍ରସଙ୍ଗରେ  ଅଭିଯୋଗର ତାଲିକା ପ୍ରସ୍ତୁତ କରି ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବ। ସେହିପରି ରାଜ୍ୟର ୩୫୮୯୬ ବୁଥ୍‌ରେ ସଭ୍ୟ ସଂଗ୍ରହ ପାଇଁ କାର୍ଯ୍ୟକାରିଣୀ […]

Congress-Bhawan-5

Congress-Bhawan-5

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 04:27 AM IST

Sports

Latest News

ଭୁବନେଶ୍ୱର:  ଆଜି ରାଜ୍ୟ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସୁଛି। ଏଥିରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଗୁଡିକ ହେଲା ରାଜନୈତିକ, ସାଂଗଠନିକ, ପଞ୍ଚାୟତ ନିର୍ବାଚନ ଓ ସଭ୍ୟ ସଂଗ୍ରହ। ରାଜନୈତିକ ଚିଠା ପ୍ରସ୍ତାବରେ ଦଳ ଚାଷୀଙ୍କ ସମସ୍ୟା ଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ୍ ଓ ଆଇନଶୃଙ୍ଖଳା ପରି ବିଭିନ୍ନ ପ୍ରସଙ୍ଗରେ  ଅଭିଯୋଗର ତାଲିକା ପ୍ରସ୍ତୁତ କରି ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବ। ସେହିପରି ରାଜ୍ୟର ୩୫୮୯୬ ବୁଥ୍‌ରେ ସଭ୍ୟ ସଂଗ୍ରହ ପାଇଁ କାର୍ଯ୍ୟକାରିଣୀ ଖସଡ଼ା ପ୍ରସ୍ତୁତ ହେବ। ଏହି ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବି. କେ ହରିପ୍ରସାଦ, ସହ-ପ୍ରଭାରୀ ଶୁଭଙ୍କର ସରକାର ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story