ଅନଲାଇନ ମେଡିସିନ ସେବାକୁ ବିରୋଧ: ରାଜ୍ୟରେ ସବୁ ଔଷଧ ଦୋକାନ ବନ୍ଦ

ଭୁବନେଶ୍ୱର: ଅନଲାଇନ ମେଡିସିନ୍ ସେବା ଗ୍ରାହକଙ୍କୁ ଆକର୍ଷଣ କରୁଥିଲେ ହେଁ ଔଷଧର ଗୁଣବତ୍ତା ଏବଂ ମାନ ଠିକ୍ ରହୁନାହିଁ। ଏପରି ଅଭିଯୋଗ କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ। ଏହାର ପ୍ରତିବାଦରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ମଙ୍ଗଳବାର ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛି। ଫଳରେ ରାଜ୍ୟର ୧୮ ହଜାର ମେଡିସିନ୍ ଷ୍ଟୋର ୨୪ଘଣ୍ଟା ଧରି ବନ୍ଦ ରହିବ। କେବଳ ହସ୍ପିଟାଲ କ୍ୟାମ୍ପସ ପରିସର ମେଡିସିନ ଷ୍ଟୋର ହିଁ ଖୋଲା ରହିଛି । […]

medicine

medicine

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 03:25 AM IST

Sports

Latest News

ଭୁବନେଶ୍ୱର: ଅନଲାଇନ ମେଡିସିନ୍ ସେବା ଗ୍ରାହକଙ୍କୁ ଆକର୍ଷଣ କରୁଥିଲେ ହେଁ ଔଷଧର ଗୁଣବତ୍ତା ଏବଂ ମାନ ଠିକ୍ ରହୁନାହିଁ। ଏପରି ଅଭିଯୋଗ କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ। ଏହାର ପ୍ରତିବାଦରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ମଙ୍ଗଳବାର ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛି। ଫଳରେ ରାଜ୍ୟର ୧୮ ହଜାର ମେଡିସିନ୍ ଷ୍ଟୋର ୨୪ଘଣ୍ଟା ଧରି ବନ୍ଦ ରହିବ। କେବଳ ହସ୍ପିଟାଲ କ୍ୟାମ୍ପସ ପରିସର ମେଡିସିନ ଷ୍ଟୋର ହିଁ ଖୋଲା ରହିଛି । ଏହାପୂର୍ବରୁ ଏକ ଦାବିପତ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ପଦକ୍ଷେପ ନିଆଯାଇ ନ ଥିବା ଆସୋସିଏଶନ୍ ପକ୍ଷରୁ ଅଭିଯୋଗ କରାଯାଇଛି। ସେପଟେ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ୍ ଚଳାଇଥିବା ଏଭଳି ଆନ୍ଦୋଳନକୁ ନିନ୍ଦା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story