ଆଜି ରାମ ନବମୀ

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ରାଜ୍ୟବ୍ୟାପୀ ରାମ ମନ୍ଦିର ଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ଭୁବନେଶ୍ୱରର ରାମ ମନ୍ଦିର ପରିସରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଉପବାସ ରଖି ପୂଜାର୍ଚ୍ଚନା କରୁଛନ୍ତି। ରାଜ୍ୟର ଅନ୍ୟ ରାମ ମନ୍ଦିରରେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

ram-navami

ram-navami

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 10:04 PM IST

Sports

Latest News

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ରାଜ୍ୟବ୍ୟାପୀ ରାମ ମନ୍ଦିର ଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ଭୁବନେଶ୍ୱରର ରାମ ମନ୍ଦିର ପରିସରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁମାନେ ଉପବାସ ରଖି ପୂଜାର୍ଚ୍ଚନା କରୁଛନ୍ତି। ରାଜ୍ୟର ଅନ୍ୟ ରାମ ମନ୍ଦିରରେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos