ହୋଲିରେ ସାରା ରାଜ୍ୟ ରଙ୍ଗୀନ

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି।  ବିଭିନ୍ନ ରଙ୍ଗର ଅବିରରେ ଆଜି ରଙ୍ଗୀନ ହୋଇଛି ପରିବେଶ। ସାରା ରାଜ୍ୟରେ ଲୋକେ ଖେଳିଛନ୍ତି ହୋଲି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି ହୋଲି ପର୍ବ। ପୁରୀରେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ପାଳିଛନ୍ତି ହୋଲି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରଗାରର ଅନ୍ତେବାସୀ ଧୁମଧାମରେ ପାଳିଛନ୍ତି ହୋଲି। ପରିବାରଠାରୁ ବର୍ଷ ବର୍ଷ ଧରି ଅଲଗା ରହୁଥିଲେ ମଧ୍ୟ ହୋଲିରେ ରଙ୍ଗ ଖେଳି କିଛି ସମୟ ପାଇଁ ସେମାନଙ୍କ […]

Holi

Holi

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 07:44 AM IST

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି।  ବିଭିନ୍ନ ରଙ୍ଗର ଅବିରରେ ଆଜି ରଙ୍ଗୀନ ହୋଇଛି ପରିବେଶ। ସାରା ରାଜ୍ୟରେ ଲୋକେ ଖେଳିଛନ୍ତି ହୋଲି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି ହୋଲି ପର୍ବ। ପୁରୀରେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ପାଳିଛନ୍ତି ହୋଲି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରଗାରର ଅନ୍ତେବାସୀ ଧୁମଧାମରେ ପାଳିଛନ୍ତି ହୋଲି। ପରିବାରଠାରୁ ବର୍ଷ ବର୍ଷ ଧରି ଅଲଗା ରହୁଥିଲେ ମଧ୍ୟ ହୋଲିରେ ରଙ୍ଗ ଖେଳି କିଛି ସମୟ ପାଇଁ ସେମାନଙ୍କ ମନକୁ ହାଲୁକା କରିଛନ୍ତି ବୋଲି ଅନ୍ତେବାସୀମାନେ କହିଛନ୍ତି।

ସେହିପରି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ ମାଛପୁର-ରେଙ୍ଘାଳ ଠାରେ ଏକ ନିଆରା ଢଙ୍ଗରେ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର ଲୋକମାନେ ପାରମ୍ପରିକ  ଭାବରେ ହୋଲି ପର୍ବ ପାଳନ କରିଛନ୍ତି। ଉଭୟ ସଂପ୍ରଦାୟର ଲୋକେ ପରସ୍ପରଙ୍କୁ ଫଗୁ ବୋଳି ପବିତ୍ର ହୋଲିର ଶୁଭେଚ୍ଛା ପ୍ରଦାନ କରିଥିଲେ। ଏଇ ଭାଇଚାରର ପର୍ବରେ ସାମିଲ ହେବା ପାଇଁ ଉଭୟ ସଂପ୍ରଦାୟର ଲୋକଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରାୟଗଡ଼ା  ଜିଲ୍ଲାରେ  ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ  ହୋଲି ଉତ୍ସବ ପାଳନ ହୋଇଯାଇଛି।  ପିଲାଠାରୁ ଆରମ୍ଭ କରି ଯୁବକ ଯୁବତୀ  ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳିଥିଲେ।

ରେଶମ ସହର ବ୍ରହ୍ମପୁରରେ ଆନନ୍ଦ ଉଲ୍ଲାସର ସହ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ବିଭିନ୍ନ ସଂଗଠନ, କ୍ଲବ, ଯୁବ ସଂଘ ଏପରିକି ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସହରର ଭିନ୍ନ ଭିନ୍ନ ସ୍ଥାନରେ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା ହୋଲି ପର୍ବ।

ବଲାଙ୍ଗିର ସହରରେ ବେଶ୍ ଜମିଥିଲା ହୋଲିର ରଂଗ। ପିଲାଠୁ ବୁଢ଼ା ସମସ୍ତେ ମସ୍‌ଗୁଲ୍ ହୋଇଥିଲେ ହୋଲିର ରଙ୍ଗରେ। ଏଥିରୁ ବାଦ୍ ପଡ଼ି ନ ଥିଲେ ରାଜନେତା। ବଲାଙ୍ଗିର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ହୋଲି ପାଳନ କରିଥିଲେ ସମର୍ଥକଙ୍କ ସହ। ସହରର ରିଜର୍ଭ ପୋଲିସ୍ ବ୍ୟାରେକ୍ ଠାରେ ପୋଲିସ୍ କର୍ମଚାରୀମାନେ ହୋଲି ଖେଳିଥିଲେ। ସମ୍ୱଲପୁରୀ ଗୀତର ତାଳେ ତାଳେ ନୃତ୍ୟ ହଜିଯାଇଥିଲେ ପୋଲିସ୍ କର୍ମଚାରୀ। ପଡ଼ା ପଡ଼ାରେ ଗ୍ରୁପ୍ ହୋଇ ନାଚ ଗୀତରେ ହୋଲି ପାଳିଥିଲେ ସମସ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story