କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ରାଉରକେଲା ଗସ୍ତ ବାତିଲ

ରାଉରକେଲା: କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଓଡ଼ିଶା ଗସ୍ତ ଆଜି ବାତିଲ୍ ହୋଇଛି। ଆଜି ରାଉରକେଲାରେ ବିଜେପିର ବିକାଶ ପର୍ବରେ କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ପାଗ ଖରାପ ଯୋଗୁଁ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ରାଉରକେଲା ଗସ୍ତ ବାତିଲ୍ ହୋଇଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। କିନ୍ତୁ ରାଉରକେଲାରେ ବିକାଶ ଉତ୍ସବ ଯଥାରୀତି ଅନୁସାରେ ହେବ ବୋଲି ସେ କହିଛନ୍ତି। ଏହି […]

rkl

rkl

Rakesh Mallick
  • Published: Monday, 06 June 2016
  • Updated: 06 June 2016, 02:59 PM IST

ରାଉରକେଲା: କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଓଡ଼ିଶା ଗସ୍ତ ଆଜି ବାତିଲ୍ ହୋଇଛି। ଆଜି ରାଉରକେଲାରେ ବିଜେପିର ବିକାଶ ପର୍ବରେ କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ପାଗ ଖରାପ ଯୋଗୁଁ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ରାଉରକେଲା ଗସ୍ତ ବାତିଲ୍ ହୋଇଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। କିନ୍ତୁ ରାଉରକେଲାରେ ବିକାଶ ଉତ୍ସବ ଯଥାରୀତି ଅନୁସାରେ ହେବ ବୋଲି ସେ କହିଛନ୍ତି।

ଏହି ବିକାଶ ପର୍ବରେ ସ୍ଥାନୀୟ ବିଧାୟକ ଦିଲୀପ ରାୟ ଯୋଗ ଦେବେନି। ଗତକାଲି ରାତିରେ ଦିଲୀପ ରାୟ ସମଲେଶ୍ୱରୀ ଏକ୍ସପ୍ରେସରେ କୋଲକାତା ଚାଲି ଯାଇଛନ୍ତି। ବିଜେପିର ବିକାଶ ପର୍ବ ସମାବେଶରେ କୌଣସି ଅସୁବିଧା ହେବ ନାହିଁ ବୋଲି ଦିଲୀପ ରାୟ କହିଛନ୍ତି। ରାଉରକେଲା ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର  ସ୍ପେଶିଆଲିଟି ହସ୍ପିଟାଲ କରିବାର ସଠିକ୍ ତାରିଖ ଘୋଷଣା ନେଇ କେନ୍ଦ୍ର ଇସ୍ପାତ ଓ ଖଣିମନ୍ତ୍ରୀ ପାଖରେ  ସେ ଦାବି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story