ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ୱର/କଟକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ବୋଲ୍‌ ବମ୍‌ ହର ବମ୍‌ରେ ଫାଟି ପଡୁଛି ବିଭିନ୍ନ ଶୈବପୀଠ। ବିଶ୍ୱାସ ରହିଛି ଭୋଳାବାବାଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ କାଉଡିଆମାନେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼ ଜମାଇଛନ୍ତି। ଗତକାଲି ରାତିରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ସମସ୍ତ ଶିବ ମନ୍ଦିରରେ ଜଳଲାଗି କରିବା ପାଇଁ କାଉଡିଆମାନେ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ନିକଟରେ ବ୍ୟାରିକେଡ ନିର୍ମାଣ […]

ist monday

ist monday

Rakesh Mallick
  • Published: Monday, 25 July 2016
  • Updated: 25 July 2016, 03:21 PM IST

Sports

Latest News

ଭୁବନେଶ୍ୱର/କଟକ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ବୋଲ୍‌ ବମ୍‌ ହର ବମ୍‌ରେ ଫାଟି ପଡୁଛି ବିଭିନ୍ନ ଶୈବପୀଠ। ବିଶ୍ୱାସ ରହିଛି ଭୋଳାବାବାଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ କାଉଡିଆମାନେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼ ଜମାଇଛନ୍ତି।

ଗତକାଲି ରାତିରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ସମସ୍ତ ଶିବ ମନ୍ଦିରରେ ଜଳଲାଗି କରିବା ପାଇଁ କାଉଡିଆମାନେ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ନିକଟରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ଗତକାଲି ପାଣି ଉଠାଇବା ଲାଗି କଟକ ଗଡ଼ଗଡ଼ିଆ ଘାଟରେ  କାଉଡିଆଙ୍କ  ଭିଡ଼ ଦେଖିବାକୁ ମିଳିଥିଲା। କାଉଡିଆମାନେ ନିଜର ମନସ୍କାମନା ପୂରଣ ପାଇଁ ବିଭିନ୍ନ ଜଳାଶୟରୁ ପାଣି ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story