ଆଜି ସରସ୍ୱତୀ ପୂଜା

ଭୁବନେଶ୍ୱର: ଆଜି ବାଗ୍‌ଦେବୀ ମାଆ ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ।  ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀମାନେ ସକାଳୁ ସକାଳୁ ମାଆଙ୍କ ଫଟୋ ରଖି ପୂଜା ଅର୍ଚ୍ଚନା କରାଯାଇଥିଲା। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ମାଆଙ୍କ ପୂଜା  କରାଯାଉଛି।

goddess-saraswati-puja,,,

goddess-saraswati-puja,,,

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 01:15 PM IST

Sports

Latest News

ଭୁବନେଶ୍ୱର: ଆଜି ବାଗ୍‌ଦେବୀ ମାଆ ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ।  ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀମାନେ ସକାଳୁ ସକାଳୁ ମାଆଙ୍କ ଫଟୋ ରଖି ପୂଜା ଅର୍ଚ୍ଚନା କରାଯାଇଥିଲା। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ମାଆଙ୍କ ପୂଜା  କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos