ଆଜି ସରସ୍ୱତୀ ପୂଜା

ଭୁବନେଶ୍ୱର: ଆଜି ବାଗ୍‌ଦେବୀ ମାଆ ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ।  ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀମାନେ ସକାଳୁ ସକାଳୁ ମାଆଙ୍କ ଫଟୋ ରଖି ପୂଜା ଅର୍ଚ୍ଚନା କରାଯାଇଥିଲା। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ମାଆଙ୍କ ପୂଜା  କରାଯାଉଛି।