କଳାଧନ ସମ୍ପର୍କିତ ଏସ୍‌ଆଇଟି ବୈଠକ ଆରମ୍ଭ

କଟକ: କଳାଧନ ମାମଲାର ତଦନ୍ତ କରୁଥିବା ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ‌କଟକରେ ଆରମ୍ଭ ହୋଇଛି। ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇଡି, ଆୟକର ବିଭାଗ, ଖଣି ଓ କ୍ରାଇମବ୍ରାଞ୍ଚ ଭଳି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ବୈଠକରେ ଡି-ବ୍ରଦର୍ସଙ୍କ କଳାଧନ ପ୍ରସଙ୍ଗ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଇଡି ଓ ଆୟକର ବିଭାଗ ଡି-ବ୍ରଦର୍ସଙ୍କ କଳାଧନ ମାମଲାରେ ଏସ୍‌ଆଇଟିଙ୍କୁ ନିଜ ନିଜ ରିପୋର୍ଟ ପ୍ରଦାନ କରିବେ। […]

arajit

arajit

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 05:52 AM IST

Sports

Latest News

କଟକ: କଳାଧନ ମାମଲାର ତଦନ୍ତ କରୁଥିବା ଏସ୍ଆଇଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ‌କଟକରେ ଆରମ୍ଭ ହୋଇଛି। ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇଡି, ଆୟକର ବିଭାଗ, ଖଣି ଓ କ୍ରାଇମବ୍ରାଞ୍ଚ ଭଳି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। ବୈଠକରେ ଡି-ବ୍ରଦର୍ସଙ୍କ କଳାଧନ ପ୍ରସଙ୍ଗ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଇଡି ଓ ଆୟକର ବିଭାଗ ଡି-ବ୍ରଦର୍ସଙ୍କ କଳାଧନ ମାମଲାରେ ଏସ୍‌ଆଇଟିଙ୍କୁ ନିଜ ନିଜ ରିପୋର୍ଟ ପ୍ରଦାନ କରିବେ। ଡି-ବ୍ରଦର୍ସ ୫୦୦ କୋଟି ଟଙ୍କା କଳାଧନର ମାଲିକ ହୋଇଥିବା କୁହାଯାଉଛି। କେଉଁ ସୁତ୍ରରୁ ଏତେ ଟଙ୍କାର ଅଧିକାରୀ ସେମାନେ ହେଲେ କେଉଁ ସ୍ଥାନରେ ଏହାକୁ ବିନିଯୋଗ କରିଛନ୍ତି ଆଦି ଦିଗରେ ଏସ୍‌ଆଇଟି ତଥ୍ୟ ସଂଗ୍ରହ କରିବ। ଇଡି ଏବଂ ଆୟକର ବିଭାଗ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଇ ବିଭାଗ ଆଜି ଏସ୍‌ଆଇଟିଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ସେପଟେ ଡି-ବ୍ରଦର୍ସଙ୍କ କଳାଟଙ୍କା ଏସ୍‌ଆଇଟିର ତଦନ୍ତ ପରିସର ଭୁକ୍ତ ହେଇପାରେ ବୋଲି ଇଙ୍ଗିତ କରିଛନ୍ତି ଏସ୍‌ଆଇଟି ଉପାଧକ୍ଷ ଜଷ୍ଟିସ ଅରିଜିତ ପଶାୟାତ।

ଦେଶ ତଥା ଦେଶ ବାହାରେ ଥିବା କଳାଧନର ତଦନ୍ତ ପାଇଁ ଗଠିତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା। ପୂର୍ବ ବୈଠକରେ କଳାଧନ କାରବାର ପ୍ରସଙ୍ଗରେ ଏସଆଇଟି ବିଭିନ୍ନ ବିଭାଗକୁ ମାଗିବା ତଥ୍ୟ ଆଜି ପ୍ରଦାନ କରାଯିବ। ଏହାସହ ସୁର, ସାରଥୀଙ୍କ କଳାଧନ ସମ୍ପର୍କିତ ତଥ୍ୟ ମଧ୍ୟ ଉପସ୍ଥାପନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story