ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ: ଦୀର୍ଘ ୧୫ ଦିନର ପ୍ରତିକ୍ଷାର ଅନ୍ତ ପରେ ଆଜି ଶ୍ରୀଜିଉ ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ  ଶ୍ରୀମନ୍ଦିରରେ ପ୍ରବଳ  ଗହଳି ଲାଗିରହିଛି। ବ୍ୟବସ୍ଥା ଅନୁଯାୟୀ ପରମାଣିକ ଦର୍ଶନରେ ଭକ୍ତମାନେ ଧାଡିରେ ଯାଇ ଦକ୍ଷିଣଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ସର୍ବସାଧାରଣ ଦର୍ଶନରେ ଭକ୍ତମାନେ ବାଇଶିପାହାଚ ଦେଇ ଶ୍ରୀଜିଉଙ୍କୁ ବାହାରକାଠ ନିକଟରୁ ଦର୍ଶନ କରୁଛନ୍ତି। ନବ ଯୌବନ ଦର୍ଶନ ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୪ ଥାକିଆ ସୁରକ୍ଷାବ୍ୟବସ୍ଥା […]

Sri-Puri-Jagannath-Temple3

Sri-Puri-Jagannath-Temple3

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 11:40 AM IST

Sports

Latest News

ପୁରୀ: ଦୀର୍ଘ ୧୫ ଦିନର ପ୍ରତିକ୍ଷାର ଅନ୍ତ ପରେ ଆଜି ଶ୍ରୀଜିଉ ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ  ଶ୍ରୀମନ୍ଦିରରେ ପ୍ରବଳ  ଗହଳି ଲାଗିରହିଛି। ବ୍ୟବସ୍ଥା ଅନୁଯାୟୀ ପରମାଣିକ ଦର୍ଶନରେ ଭକ୍ତମାନେ ଧାଡିରେ ଯାଇ ଦକ୍ଷିଣଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ସର୍ବସାଧାରଣ ଦର୍ଶନରେ ଭକ୍ତମାନେ ବାଇଶିପାହାଚ ଦେଇ ଶ୍ରୀଜିଉଙ୍କୁ ବାହାରକାଠ ନିକଟରୁ ଦର୍ଶନ କରୁଛନ୍ତି। ନବ ଯୌବନ ଦର୍ଶନ ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୪ ଥାକିଆ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ୩ ଘଣ୍ଟା ବିଳମ୍ବରେ ହୋଇଥିଲା। ପ୍ରଭୁଙ୍କ ବନକଲାଗି,ଚକା ଅପସର କରାଯିବା ପରେ ମଙ୍ଗଳ ଆରତୀ, ମଇଲମ, ଅବକାଶ ନୀତି  ସଂପନ୍ନ ହୋଇଥିଲା। ଏହାପରେ ପରମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story