ରେଲୱେ ସେଫଟି କମିଶନରଙ୍କ ଦୁର୍ଘଟଣାସ୍ଥଳ ପରିଦର୍ଶନ

ଭୁବନେଶ୍ୱର: କୁନେରୁରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଆଜିଠାରୁ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କଲେ ରେଲୱେ ସେଫଟି କମିଶନର ରାମ କ୍ରିପାଲ। ସେ ପ୍ରଥମେ ରାୟଗଡ଼ା ରେଳବାଇ ଅଧିକାରୀ ବିଶ୍ରାମ ଗୃହ(ଓପନ୍‌ ଲାଇନ୍‌)ରେ ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନ ସାଢ଼େ ୫ଟାରେ ଦୁର୍ଘଟଣା ସ୍ଥଳ କୁନେରୁ ପରିଦର୍ଶନ କରିଥିଲେ। ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ କମିଶନର କ୍ରିପାଲ କହିଛନ୍ତି,“ହୀରାଖଣ୍ଡ ଟ୍ରେନ୍‌ ଦୁର୍ଘଟଣାର ପ୍ରାଥମିକ ତଥ୍ୟ ସଂଗ୍ରହ କରାଗଲା। ମେଡ଼ିକାଲରେ ଚିକିତ୍ସାଧୀନ ଅହତଙ୍କୁ ଭେଟି ତଥ୍ୟ ସଂଗ୍ରହ […]

safty commisioner

safty commisioner

Rakesh Mallick
  • Published: Monday, 23 January 2017
  • Updated: 23 January 2017, 09:48 PM IST

ଭୁବନେଶ୍ୱର: କୁନେରୁରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ଆଜିଠାରୁ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କଲେ ରେଲୱେ ସେଫଟି କମିଶନର ରାମ କ୍ରିପାଲ। ସେ ପ୍ରଥମେ ରାୟଗଡ଼ା ରେଳବାଇ ଅଧିକାରୀ ବିଶ୍ରାମ ଗୃହ(ଓପନ୍‌ ଲାଇନ୍‌)ରେ ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନ ସାଢ଼େ ୫ଟାରେ ଦୁର୍ଘଟଣା ସ୍ଥଳ କୁନେରୁ ପରିଦର୍ଶନ କରିଥିଲେ।

ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ କମିଶନର କ୍ରିପାଲ କହିଛନ୍ତି,“ହୀରାଖଣ୍ଡ ଟ୍ରେନ୍‌ ଦୁର୍ଘଟଣାର ପ୍ରାଥମିକ ତଥ୍ୟ ସଂଗ୍ରହ କରାଗଲା। ମେଡ଼ିକାଲରେ ଚିକିତ୍ସାଧୀନ ଅହତଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯିବ। ଆବଶ୍ୟକ ପଡ଼ିଲେ ତଦନ୍ତ କମିଶନ ଗଠନ କରାଯିବ।”

ଅନ୍ୟପକ୍ଷରେ ଦୁର୍ଘଟଣାର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରାକ୍‌ରେ ଫିସ୍‌ପ୍ଲେଟ୍‌ରେ ତ୍ରୁଟି କାରଣରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟ୍ରେନ୍‌ର ବେଗ ମଧ୍ୟ ଅଧିକ ଥିବାରୁ ଟ୍ରାକ୍‌ ପରିବର୍ତ୍ତନ ବେଳେ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story