ବଢ଼ିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁଳ୍କ

କୋଣାର୍କ: ବଢ଼ିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁଳ୍କ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ବା ଏଏସ୍‌ଆଇ ପକ୍ଷରୁ ଆଜି ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଛି। ଭାରତ ତଥା ସାର୍କ ଦେଶ ସମୂହ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ସହ ମିଆଁମାର, ଥାଇଲାଣ୍ଡ ସହ ପ୍ରବାସୀ ଭାରତୀୟଙ୍କ ପାଇଁ ମଧ୍ୟ ପ୍ରବେଶ ଶୁଳ୍କ ୧୦ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି ହୋଇଛି। ଏହି ସମସ୍ତ ଦେଶ ତଥା ପ୍ରବାସୀ […]

konark

konark

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 03:45 PM IST

Sports

Latest News

କୋଣାର୍କ: ବଢ଼ିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁଳ୍କ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ବା ଏଏସ୍‌ଆଇ ପକ୍ଷରୁ ଆଜି ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଛି। ଭାରତ ତଥା ସାର୍କ ଦେଶ ସମୂହ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ସହ ମିଆଁମାର, ଥାଇଲାଣ୍ଡ ସହ ପ୍ରବାସୀ ଭାରତୀୟଙ୍କ ପାଇଁ ମଧ୍ୟ ପ୍ରବେଶ ଶୁଳ୍କ ୧୦ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି ହୋଇଛି। ଏହି ସମସ୍ତ ଦେଶ ତଥା ପ୍ରବାସୀ ଭାରତୀୟଙ୍କୁ ବାଦ୍ ଦେଲେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଶୁଳ୍କ ପରିମାଣ ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବଢ଼ା ଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଥାଇ ସୂର୍ଯ୍ୟମନ୍ଦିର ଦର୍ଶନ ପାଇଁ ପ୍ରବେଶ ଶୁଳ୍କ ୭୫୦ ଟଙ୍କା ରଖାଯାଇଛି। ଏଥିସହ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉଠାଇବା ପାଇଁ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ପୃଥକ ଭାବେ ଶୁଳ୍କ ଦେବାକୁ ପଡ଼ିବ। ସୂର୍ଯ୍ୟମନ୍ଦିରର ଫିଲ୍ମିଂ ପାଇଁ ମଧ୍ୟ ସ୍ୱୀକୃତି ନେବାକୁ ନିର୍ଦ୍ଦେଶନାମା ଲାଗୁ ହୋଇଛି। ସେମାନେ ସ୍ୱତନ୍ତ୍ର ଆବେଦନ କରି ୧ ଲକ୍ଷ ଟଙ୍କା ଜମା କରି ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ଯାଏଁ ଫିଲ୍ମିଂ କରିପାରିବେ। ଜମା ରାଶି ଉପରେ ୫୦ ହଜାର ଟଙ୍କା ଫେରସ୍ତ କରାଯିବ।

ଅନ୍ୟପକ୍ଷରେ ଫି’ ବୃଦ୍ଧିକୁ କୋଣାର୍କ ସୁରକ୍ଷା ସମିତି ବିରୋଧ କରିଛି। ପ୍ରତିବାଦରେ ଆଜି ସମିତି ପକ୍ଷରୁ ଟିକେଟ୍‌ କାଉଣ୍ଟର ବନ୍ଦ କରିଥିଲେ। ଏଥିଯୋଗୁଁ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ପରିସରକୁ ଯାଇ ପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story