ଭୁବନେଶ୍ୱରରେ ଜାତୀୟ ଶ୍ରମ ସମ୍ମିଳନୀ

ଭୁବନେଶ୍ୱର: ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଯେଉଁ ଅର୍ଥ ଆଦାୟ ହେଉଛି ଦେଶର ଅଧିକାଂଶ ସ୍ଥାନରେ ସଠିକ୍‌ ଭାବେ ବିନିଯୋଗ ହୋଇପାରୁ ନାହିଁ। ଇତି ମଧ୍ୟରେ ୨୭ ହଜାର କୋଟିରୁ ମାତ୍ର ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଶାରେ ମାତ୍ର ୧୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ଆଗାମୀ ଦିନରେ ଶ୍ରମିକଙ୍କ  କଲ୍ୟାଣ ଉଦ୍ଦେଶ୍ୟରେ  ଯେପରି ପାଣ୍ଠି ଖର୍ଚ୍ଚ ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି  ଆଜି ଜାତୀୟ ଶ୍ରମ ସମ୍ମିଳନୀରେ […]

labour

labour

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 03:04 PM IST

Sports

Latest News

ଭୁବନେଶ୍ୱର: ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଯେଉଁ ଅର୍ଥ ଆଦାୟ ହେଉଛି ଦେଶର ଅଧିକାଂଶ ସ୍ଥାନରେ ସଠିକ୍‌ ଭାବେ ବିନିଯୋଗ ହୋଇପାରୁ ନାହିଁ। ଇତି ମଧ୍ୟରେ ୨୭ ହଜାର କୋଟିରୁ ମାତ୍ର ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଓଡ଼ିଶାରେ ମାତ୍ର ୧୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ଆଗାମୀ ଦିନରେ ଶ୍ରମିକଙ୍କ  କଲ୍ୟାଣ ଉଦ୍ଦେଶ୍ୟରେ  ଯେପରି ପାଣ୍ଠି ଖର୍ଚ୍ଚ ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି  ଆଜି ଜାତୀୟ ଶ୍ରମ ସମ୍ମିଳନୀରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ କହିଛନ୍ତି।

ସେହିପରି ଜାତୀୟ ଶ୍ରମ ସମ୍ମିଳନୀରେ ଅଣ ସଙ୍ଗଠିତ ଶ୍ରମିକଙ୍କ ସାମଗ୍ରିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,“ଦାଦନ ଶ୍ରମିକ ତଥା ଶିଶୁ ଶ୍ରମିକଙ୍କ ସମସ୍ୟା ହେଉଛି ରାଜ୍ୟର ମୁଖ୍ୟ ସମସ୍ୟା। ୨୦୨୫ ସୁଦ୍ଧା ଶିଶୁ ଶ୍ରମିକର ମୂଳପୋଛ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅଣ ସଙ୍ଗଠିତ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଶ୍ରମିକଙ୍କୁ ପେନସନ୍‌ ସହ ଅନ୍ୟାନ୍ୟ ସୁବିଧା ଉପରେ ଗୁରୁତ୍ୱ  ଦିଆଯାଉଛି।”

ଭୁବନେଶ୍ୱରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗ ଓ ଅନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନର ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହାସହିତ ସାମାଜିକ ନ୍ୟାୟ ଓ ସଶସ୍ତ୍ରୀକରଣ ମନ୍ତ୍ରୀ ରାମଦାସ ଅଥୱାଲେ ଓ ସବୁ ରାଜ୍ୟର ଶ୍ରମମନ୍ତ୍ରୀ ଏଥିରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story