ଆଜିଠୁ କଂଗ୍ରେସର କନ୍ଧମାଳ ଅଧିକାର ଯାତ୍ରା

କନ୍ଧମାଳ: ଗୁମୁଡୁମାହା ଗୁଳିକାଣ୍ଡକୁ ଏକମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପ୍ରତିବାଦରେ ଆଜିଠୁ କଂଗ୍ରେସ କନ୍ଧମାଳ ଅଧିକାର ଯାତ୍ରା ଗୁମୁଡୁମାହାରୁ ଆରମ୍ଭ କରିଛି। ପରେ କୁର୍ତ୍ତମଗଡ଼ରେ ଏକ ସାଧାରଣ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି। ରାତିରେ ତୁମୁଡ଼ିବନ୍ଧରେ ରହଣିପରେ ଆସନ୍ତାକାଲି ଦଳ ପୁଣି ଯାତ୍ରା ଆରମ୍ଭ କରିବ। ୧୩ ତାରିଖରେ କଂଗ୍ରେସର ଏହି ଯାତ୍ରା ସମାପ୍ତ ହେବ। କନ୍ଧମାଳ ଜିଲ୍ଲା ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଥିବା ଦଳ […]

cog

cog

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 12:35 PM IST

Sports

Latest News

କନ୍ଧମାଳ: ଗୁମୁଡୁମାହା ଗୁଳିକାଣ୍ଡକୁ ଏକମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପ୍ରତିବାଦରେ ଆଜିଠୁ କଂଗ୍ରେସ କନ୍ଧମାଳ ଅଧିକାର ଯାତ୍ରା ଗୁମୁଡୁମାହାରୁ ଆରମ୍ଭ କରିଛି। ପରେ କୁର୍ତ୍ତମଗଡ଼ରେ ଏକ ସାଧାରଣ ସଭା କରାଯିବାର କାର୍ଯ୍ୟକ୍ରମ ରହିଛି। ରାତିରେ ତୁମୁଡ଼ିବନ୍ଧରେ ରହଣିପରେ ଆସନ୍ତାକାଲି ଦଳ ପୁଣି ଯାତ୍ରା ଆରମ୍ଭ କରିବ। ୧୩ ତାରିଖରେ କଂଗ୍ରେସର ଏହି ଯାତ୍ରା ସମାପ୍ତ ହେବ। କନ୍ଧମାଳ ଜିଲ୍ଲା ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଥିବା ଦଳ ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ରବି ନନ୍ଦ କହିଛନ୍ତି: “ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ଏସଆଇଟି ଟିମ୍‌ ତଦନ୍ତ କରୁଛି। କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି,ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story