ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଏହି ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ୍ ଓ ଯଶିପୁରରୁ ଜାମୁଆଣି ଗେଟରେ ପ୍ରବେଶ କରୁଛନ୍ତି। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯାଉଛି। ଗାଡ଼ି ସହ ଜଣେ ଲେଖାଏଁ ଗାଇଡ୍ ନେବା ସହ ଅପରାହ୍ନ […]

similipala

similipala

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 08:47 AM IST

Sports

Latest News

ବାରିପଦା: ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଏହି ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ୍ ଓ ଯଶିପୁରରୁ ଜାମୁଆଣି ଗେଟରେ ପ୍ରବେଶ କରୁଛନ୍ତି। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯାଉଛି। ଗାଡ଼ି ସହ ଜଣେ ଲେଖାଏଁ ଗାଇଡ୍ ନେବା ସହ ଅପରାହ୍ନ ୫ଟା ସୁଦ୍ଧା ଅଭୟାରଣ୍ୟରୁ ବାହାରି ଆସିବାକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ନିବେଦନ କରିଛନ୍ତି।

ସେହିପରି ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ୍ ବ୍ୟାଗ୍ ନେବା ଉପରେ କଟକଣା ଜାରି କରାଯାଇଛି। ରାତ୍ରି ରହଣୀ ପାଇଁ ପର୍ଯ୍ୟଟକମାନେ ଶିମିଳିପାଳ କାର୍ଯ୍ୟାଳୟର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଶିମିଳିପାଳ ଡଟ୍ ଓଆରଜିରେ ଆଗୁଆ ବୁକିଂ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story