ଆଜିଠୁ ଯୁକ୍ତ ଦୁଇ ନାଁ ଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଆଡ୍‌ମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସାରା ରାଜ୍ୟରେ ୧୫୦୩ଟି ଯୁକ୍ତ ଦୁଇ କଲେଜ ଥିବା ବେଳେ ଏଥିରେ ମୋଟ ୩,୯୭,୬୯୧ଟି ସିଟ୍ ରହିଛି। ଗତବର୍ଷର କଟ୍‌ଅଫ୍ ମାର୍କକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନେ ଆବେଦନ କରିବା ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheodisha.gov.in ଜରିଆରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। […]

ctc

ctc

Rakesh Mallick
  • Published: Monday, 23 May 2016
  • Updated: 23 May 2016, 06:41 AM IST

Sports

Latest News

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଆଡ୍‌ମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସାରା ରାଜ୍ୟରେ ୧୫୦୩ଟି ଯୁକ୍ତ ଦୁଇ କଲେଜ ଥିବା ବେଳେ ଏଥିରେ ମୋଟ ୩,୯୭,୬୯୧ଟି ସିଟ୍ ରହିଛି। ଗତବର୍ଷର କଟ୍‌ଅଫ୍ ମାର୍କକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନେ ଆବେଦନ କରିବା ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dheodisha.gov.in ଜରିଆରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଯେଉଁଠାରେ ଅନ୍‌ଲାଇନ୍‌ ସୁବିଧା ନ ଥିବ ସେଠାରେ ଛାତ୍ରଛାତ୍ରୀମାନେ ନିକଟସ୍ଥ କଲେଜକୁ ଯାଇ ଅଫ୍‌ଲାଇନ୍‌ରେ ବି ଆବେଦନ କରିପାରିବେ। ଜଣେ ସର୍ବାଧିକ ୬ଟି କଲେଜ ପାଇଁ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୬ ତାରିଖ ରହିଥିବା ବେଳେ ଅଫ୍‌ଲାଇନ୍‌ ପାଇଁ ଶେଷ ତାରିଖ ହେଉଛି ଜୁନ୍ ୭। ଜୁନ୍ ୧୩ରେ ପ୍ରଥମ କଟ୍‌ଅଫ୍ ଲିଷ୍ଟ୍ ପ୍ରକାଶ ପାଇବ। ଜୁନ୍ ୧୬ରୁ ୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଯିବ। ୨୫ ଜୁନରେ ବାହାରିବ ଦ୍ୱିତୀୟ କଟ୍‌ଅଫ୍ ଲିଷ୍ଟ୍। ଆଡମିଶନ୍ ସଂପର୍କିତ ସୂଚନା ଓ ସହାୟତା ପାଇଁ ପ୍ରମୁଖ କଲେଜଗୁଡ଼ିକୁ ଷ୍ଟୁଡେଣ୍ଟ୍ ଏକାଡେମିକ ମ୍ୟାନେଜ୍‌ମେଣ୍ଟ୍ ସିଷ୍ଟମ୍ (ସାମ୍‌ସ) ରିସୋର୍ସ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି।

ବିଜେବି ଜୁନିଅର କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କହିଛନ୍ତି, “ ଆଜିଠୁ ଯୁକ୍ତ ଦୁଇ ଆଡମିଶନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ୍ ୬ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆଡମିଶନ ସମ୍ପର୍କିତ ସୂଚନା ଓ ସହାୟତା ପାଇଁ ପ୍ରମୁଖ କଲେଜଗୁଡିକୁ ସାମସ୍‌ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି।”

ଶୈଳବାଳା ମହିଳା ମହାବିଦ୍ୟାଳୟର ଇ-ଆଡମିଶନ୍ ଇନ୍‌ଚାର୍ଜ ଏ.କେ ଖିଲାର କହିଛନ୍ତି ,“ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି ତାଙ୍କ ଭେରିଫିକେସନ୍ ପାଇଁ ହେଲପ୍‌ ଡେକ୍ସ ଖୋଲାଯାଇଛି। ଫର୍ମ କେମିତି ପୂରଣ କରିବେ, କିପରି ଆବେଦନ କରିବେ ଓ କେତେ ଟଙ୍କା ଡିପୋଜିଟ୍ କରିବେ ଏ ନେଇ ହେଲପ୍‌ ଡେକ୍ସରେ ଅଭିଜ୍ଞ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ”

ନାମ ଲେଖା ନେଇ ଆବେଦନ କରିବା ବେଳେ ଛାତ୍ରଛାତ୍ରୀଙ୍କୁ ପୂର୍ବ ବର୍ଷର କଟ୍‌ଅଫ୍ ମାର୍କ ସଂପର୍କରେ ଜାଣିବାର ଆବଶ୍ୟକତା ରହିଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଯେଉଁ କଲେଜ୍‌  ପାଇଁ ମନୋନୀତ ହୋଇଥିବେ ସେହି କଲେଜରେ ନାମ ଲେଖାଇବାକୁ ପଡିବ। ନଚେତ୍‌ ଆଡମିଶନ୍‌ ପ୍ରକ୍ରିୟାରୁ ବାଦ୍‌ ପଡିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story