ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜିଠାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ।  ଏଥିପାଇଁ ଭୁବନେଶ୍ୱରରେ ଶିକ୍ଷକ ସଂଘ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୩୦ ହଜାର ଶିକ୍ଷକ ସାମିଲ ହୋଇଛନ୍ତି। ସେମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବାରୁ ପୁଣି ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି,“ମାନ୍ୟବର ଅଦାଲତଙ୍କ […]

teacher

teacher

Rakesh Mallick
  • Published: Monday, 28 March 2016
  • Updated: 28 March 2016, 05:00 PM IST

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜିଠାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ।  ଏଥିପାଇଁ ଭୁବନେଶ୍ୱରରେ ଶିକ୍ଷକ ସଂଘ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୩୦ ହଜାର ଶିକ୍ଷକ ସାମିଲ ହୋଇଛନ୍ତି। ସେମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବାରୁ ପୁଣି ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି,“ମାନ୍ୟବର ଅଦାଲତଙ୍କ ପାଖରେ ସରକାର ସତ୍ୟପାଠ ଦାଖଲ କରିବାର ଥିଲା ହେଲେ ଏପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କଲେ ନାହିଁ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଛି। ହେଲେ ୨୧ ବର୍ଷ ଧରି ଯେଉଁ ଆନ୍ଦୋଳନ ଚାଲିଛି ଏ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ତେଣୁ ବାଧ୍ୟ ହୋଇ ଆମେ ଆଜିଠାରୁ ଅହୋରାତ୍ର ଏଠି ବସି ରହିବୁ। ୩୦ ତାରିଖ ଦିନ ସରକାର ବ୍ଲକ୍ ଗ୍ରାଣ୍ଟ୍‌ ପ୍ରଥାକୁ ଉଚ୍ଛେଦ କରି ପୁନଃ ଅନୁଦାନ ଦେବା ପାଇଁ ଅଦାଲତରେ ତାଙ୍କ ନିଷ୍ପତ୍ତି ଜଣାନ୍ତୁ। ଏହାସହ ଏ ନେଇ ଯାହା କିଛି ପକ୍ଷ ରଖିଛନ୍ତି ବିଧାନସଭାରେ ଘୋଷଣା କରନ୍ତୁ। ଏଭଳି ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ବିଦ୍ୟାଳୟ ଶିକ୍ଷକଙ୍କ ଦାବି ପୂରଣ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି। କମିଟି ଏହାର ବିଚାର କରୁଛି। ଏପରି ସ୍ଥିତିରେ ଶିକ୍ଷକମାନେ ଆନ୍ଦୋଳନ କରିବା ଠିକ୍‌ ନୁହେଁ।”

ଏହା ପୂର୍ବରୁ ଦୀର୍ଘ ୪୬ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା ଶିକ୍ଷକ ମହାସଂଘ। ଏଥିସହିତ ପ୍ରାୟ ଦେଢ଼ମାସ ଧରି ଲୋୟର ପିଏମଜିରେ ମଧ୍ୟ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story